ଡ.ହୁସେନ ରବି ଗାନ୍ଧୀ ଙ୍କ ସ୍ମୃତି ସଭା ପାରାଦୀପ

୭ ଫେବୃଆରୀ ,ମଙ୍ଗଳବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରାଦୀପ  :- ବାବୁରାମ ଚୌଧୁରୀ ଙ୍କ ପୌରହିତ୍ୟ ରେ ଆୟଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି କବି ପୀତାମ୍ବର ତରାଇ,ସ୍ତମ୍ଭକାର ଅକ୍ଷୟ ରାଉତ,ସିନେ ପ୍ରୋଜୋଜକ ଡ. କୈଲାସ ଚନ୍ଦ୍ର ମହାରଣା, ସାହିତ୍ୟକା ହାରମାନି ମହାପାତ୍ର,କବି ସଞ୍ଜୀବ କୁମାର ଦାଶ,ପ୍ରମୁଖ ହୁସେନ ରବି ଗାନ୍ଧୀଙ୍କ କବିତା,ଗପ ଓ ପ୍ରବନ୍ଧ ଉପରେ ଆଲୋଚନା କରିଥିଲକବି ପ୍ରଶାନ୍ତ କୁମାର ରାଉତ ଙ୍କ ସଂଯୋଜନା ରେ ରବୀନ୍ଦ୍ର କୁମାର ଦାସ,ଆରତୀ ଦାଶ,ନଳିନୀ ସାହୁ,ସ୍ୱାଗତିକା ମୁଦୁଲି, ରଞ୍ଜିତା ସାହୁ,ପ୍ରେମଲତା ବାରିକ,ଗୀତା ଦାସ,ପ୍ରକାଶ ଚନ୍ଦ୍ର ଦାଶ,ମଧୁସ୍ମିତା ମହାନ୍ତି,ଶ୍ୟଂସୁଦର ବେହେରା ପ୍ରମୁଖ ଶୋକ କବିତା ଆବୃତ୍ତି କରିଥିଲେ.ପ୍ରାରମ୍ଭ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 89 ତମ ଶ୍ରାଦ୍ଧବା୍ଷିକୀ ଉପଲକ୍ଷେ। ତାଙ୍କର ସ୍ମୃତିଚାରଣ କରାଯାଇ ଫଟୋ ଚିତ୍ର ରେ ମାଲ୍ୟପ୍ରଣ କରାଯାଇଥିଲା, ସମ୍ପାଦିକା ସଂଘମିତ୍ରା ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ. ଶେଷରେ କବି ଗୋଲାପ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ.ସଭା କାର୍ଯ ରେ ପାରାଦୀପ ର ବହୁତ ସାହିତ୍ୟ କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ.