No Result
View All Result
୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ପୂର୍ବତନ କର୍ପୋରେଟରଙ୍କ ଡାହାଳିଆବାଗ ସ୍ଥିତ ବାସ ଭବନରେ ଗ୍ରାମବାସୀ ଏବଂ ବିଶ୍ୱର ମଙ୍ଗଳ କାମନା କରି ଶନିବାର ଦିନ ଏକ ହନୁମାନ ଚାଳୀଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ରାଉତ , ପ୍ରହଲ୍ଲାଦ କର, ଦିଲୀପ କୁମାର ସ୍ୱାଇଁ, ଏସବିଆଇ ବ୍ୟାଙ୍କ ଗୋପାଳପୁର ଶାଖା ପରିଚାଳକ ପ୍ରମୁଖ ଵହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶିବାନୀ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
No Result
View All Result