No Result
View All Result
୪ ଫେବୃଆରୀ,ଶନିବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଲକକୁ ଆଜି ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଓ ଗଜପତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀ ନୁଆଗଡ ବ୍ଲକର ବିଭିନ୍ନ ହାଇସ୍କୁଲ ପରିଦର୍ଶନ କହିଥିଲେ । ବ୍ଳକର ବଡପଦା, ଦୌଘରିଆ, ପାଲେରି, ଅନୁଗୁରୁ, କିରାମା, ପୁଟୁରୁପଡା, ଟାଙ୍ଗିଲି ଓ ତାବରଡା ହାଇସ୍କୁଲ ପରିଦର୍ଶନ କରିଥିଲେ ।ଏହି ପରିଦର୍ଶନ ସମୟରେ ବିଡିଓ ଅନୁପ ଅଭିଷେକ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ , ଭାରପ୍ରାପ ନରସିଂହ ଚରଣ ମିଶ୍ର , ଏପିଓ ଏବଂ ବିଭିନ୍ନ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ । ଶ୍ରୀ ଜିଲାପାଳ ଶ୍ରୀ ପାଣ୍ଡା ବ୍ଳକରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସହ ୫ଟି ହାଇସ୍କୁଲର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କହିଥିଲେ ।
No Result
View All Result