ହନୁମାନ ମନ୍ଦିରରେ ହନୁମାନ ଚଳିଶା ପଠନ ,ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ପୁଜା ଓ ଜଗନ୍ନାଥାଷ୍ଟକମ୍ ପଠନ ପରେ ଚଣ୍ଡି ହବନ, ଆରତ୍ରୀ, ପୁଷ୍ପାଞ୍ଜଳୀ , ପୁର୍ଣାହୁତି ହୋଇ ଆଶିର୍ବାଦ ପ୍ରଦାନ କରା ଯାଇଥିଲା । ଏଥିରେ ମାଁ ଶ୍ୟାମା କାଳୀ ମନ୍ଦିରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ପୂଜା କାର୍ଯ୍ୟ ପଣ୍ଡିତ ନରସିଂହ ଶତପଥି ,ପଣ୍ଧିତ ନରେଶ ମିଶ୍ର,ପଣ୍ଡିତ ଅନନ୍ତ ଶତପଥି , ପଣ୍ଡିତ ସୁମନ୍ତ ଷଡ଼ଙ୍ଗୀ ,ପଣ୍ଡିତ ଆନନ୍ଦ ଷଡ଼ଙ୍ଗୀ ,ପଣ୍ଡିତ ସତ୍ୟାନନ୍ଦ ଶତପଥୀ ଓ ପଣ୍ଧିତ ହରିରାମ ପଣ୍ଡା ତୁଳାଇ ଥିବା ବେଲେ କର୍ତା ଦାୟିତ୍ୱ ତୋଶବନ୍ତ ଦାଶ ସସ୍ତ୍ରୀକ ତୁଳାଇ ଥିଲେ ।

© 2023 Odisha Taza News.