ଆଜିର ଶୋକ ସଭାରେ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣ ଚନ୍ଦ୍ର ବାକା, ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ପୌରପରିଷଦ ଉପ ଅଧ୍ୟକ୍ଷା ଶ୍ରୀମତୀ କବିତା ମହନ୍ତ ଜିଲ୍ଲା ବରିଷ୍ଟ ଉପଦେଷ୍ଠା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, କୋରାପୁଟ ଜୋନ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା, ଆଇନ ଜିବି ଲମ୍ବୋଦର ତୃକ, ରାଜ୍ୟ ଯୁବ ଜନତା ଦଳ ସମ୍ପାଦକ ରବି ରାଜେଶ,
ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି ଖଇରପୁଟ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି କଣ୍ଟେଶ୍ୱର ପୋଟଲା ଜିଲ୍ଲା ଯୁବ, ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ, ଓ ସମ୍ପାଦକ ସୁବ୍ରତ ଦାସ ପ୍ରଫୁଲ ହରିଜନ, ବସନ୍ତ ନାୟକ, ରାଜ ନାୟକ, ଇନ୍ଦ୍ରଜିତ ରଥ, କଉଁସିଲର ବତୀ ଜାନି ଦୀପିକା ପୂଜାରୀ, ମହିଳା ନେତ୍ରୀ କମଳା ଢାଳି, ନିତିନ ଵାଲା, ଇନ୍ଦୁ ସର୍ଦାର, ସୁନୀଲ ସାହୁ ଓ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

© 2023 Odisha Taza News.