୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ବାଲୁଗାଁ ଭାରତୀୟ ଜୀବନ ବୀମା ଶାଖା ଲିଆଫି ଅଭିକର୍ତ୍ତା ସଂଘ ପକ୍ଷରୁ ବାଲୁଗାଁ ଶାଖା ଠାରେ ମାନପତ୍ର ବିତରଣ ଉତ୍ସବ ବାଲୁଗାଁ ଶାଖା ପରିଚାଳକ ଉମାକାନ୍ତ ଉଦଗତା,ସେଲସ ମ୍ୟାନେଜର ପ୍ରିୟ ରଞ୍ଜନ ବେହେରା,ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ,ସମ୍ପାଦକ ରତିକାନ୍ତ ସାହୁଙ୍କ ତତ୍ୱବ୍ୟଵଧାନରେ ଅନୁଷ୍ଠିତ ହୋଇଯାଇଛି l
ଚଳିତ ଆର୍ଥିକ ବର୍ଷ 2022-2023 ଆର୍ଥିକ ବର୍ଷରେ ଏମଡିଆରଟି,ସିଏମ,ଜେଡଏମ, ଜିଏମ, ବିଏମ ରେ ପଦୋର୍ନତି ପାଇଥିବା ସଦ୍ୟସ୍ୟ ମାନଙ୍କୁ ଉପହାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ ଉତ୍ସବରେ କ୍ଲବର ବହୁ ସଦ୍ୟସ୍ୟ,ଅଭିକର୍ତ୍ତା ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି ପଦୋଉର୍ନତି ପାଇଥିବା ସଦସ୍ୟ ମାନଙ୍କୁ ଉତ୍ସାହ କରିଥିଲେ l

© 2023 Odisha Taza News.