<h4><strong><em><span style="color: #ff0000;">୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-</span></em> ଜଟଣୀ ମାରୱାଡି ୟୁବା ମଞ୍ଚ ସିଟି ଶାଖା ପକ୍ଷରୁ ୭୪ ତମ ଗଣତନ୍ତ୍ର ଦିବସ ସମାରୋହ ସହକାରେ ପାଳିତ ହୋଇଯାଇଛି.ଏଥିରେ ମାରୱାଡି ୟୁବାମଞ୍ଚ ସିଟି ଶାଖା ର ସଭାପତି ସତୀଶ ଶର୍ମା ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମଞ୍ଚର ମୁକେଶ ଅଗ୍ରୱାଲ,ଅଜୟ ଶର୍ମା,ରିଙ୍କୁ ଅଗ୍ରୱାଲ,ଗୋବିନ୍ଦ ଶୋନି,କିସନ୍ ୟାଦବ,</strong><img class="alignnone wp-image-97493" src="https://odishatazanews.com/wp-content/uploads/2023/01/jatani6-300x263.jpg" alt="" width="621" height="544" /><strong>ଆଶିଷ ଅଗ୍ରୱାଲ ଏବଂ ବିଯିତ୍ ତୁଲସିଆନ ପ୍ରମୁଖ ଶତାଧିକ ଯୁବକ ମାନେ ଯୋଗଦେଇ ଆଜିର ଦିନର ବିଶେଷତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଗଣତନ୍ତ୍ର ସେନାନୀଙ୍କ ଦେଶବାସୀଙ୍କୁ ଅବଦାନର ଭୂୟସୀ ପ୍ରଶଂସା କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।</strong><img class="alignnone wp-image-83454" src="https://odishatazanews.com/wp-content/uploads/2022/08/rapotar-odishatazanews.2-Copy-300x72.jpg" alt="" width="633" height="152" /> <img class="alignnone wp-image-84634" src="https://odishatazanews.com/wp-content/uploads/2022/08/ranpur-55-2-300x111.jpg" alt="" width="597" height="221" /></h4>