ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ, ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ଡି ଆର୍ ଡି ଏ ଉପଧକ୍ଷ ଗଣେଶ୍ୱର ବରାଳ, ବ୍ଲକ୍ ସଭାପତି ଅରବିନ୍ଦ ସାମଲ, ୧୬ ନମ୍ୱର୍ ଜୋନ୍ ଜିଲ ପରିଷଦ ଯଚିନ୍ଦ୍ର ନାୟକ ,
ସୋଲାର ସରପଞ୍ଚ ବିଜୟ ସ୍ୱାଇଁ, ଛତିଆ ପଞ୍ଚାୟତ ସମିତି ସଭ୍ୟ ଦୀପକ ସାହୁ, ସରପଞ୍ଚ ରମେଶ ପୃଷ୍ଟି,ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅମୀୟ ରଞ୍ଜନ ନାଥ, ନେଳିଆ ପଞ୍ଚାୟତ ବିଜେଡ଼ି ସଭାପତି ଧୀରେନ୍ଦ୍ର ନାଥ ଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ କୁ ସଭାପତି ଧୀରେନ୍ଦ୍ର ନାଥ ପରିଚାଳନା କରିଥିଲେ ।


© 2023 Odisha Taza News.