ତାଙ୍କର ଅନେକ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି । କବିତା ଝଙ୍କାର ଦ୍ବାରା ଆୟୋଜିତ ଏହି ସମାରୋହରେ ରାଜ୍ଯର କୋଣ ଅନୁକୋଣରୁ କବି, ସାହିତ୍ୟକ,ସମାଜସେବୀ ଉପସ୍ଥିତ ଥିବାବେଳେ ଅତିଥି ଭାବେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ,ଡକ୍ଟର ରଘୁନାଥ ମେହେର,ସସ୍ମିତା ମିଶ୍ର, ଲିଲିପଟେଲ, ପ୍ରବାସିନୀ ମିଶ୍ର,ନିତ୍ୟାନନ୍ଦ ଖମାରୀ କୃଷ୍ଣଚନ୍ଦ୍ର ବାରିକ,ଶିବାତ୍ମକ ପଣ୍ଡା,ସଦାଶିବ ମିଶ୍ର,ରବିଶଙ୍କର ପଶାୟତ ମଞ୍ଚାସୀନ ହୋଇ କବୟିତ୍ରୀ ସୁଶ୍ରୀ ଝରଣା ପ୍ରଧାନୀଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପତ୍ରିକା ” ହିତ୍ୟାଶା “ଉନ୍ମୋଚନ ହୋଇଥିଲା । ପରିଶେଷରେ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.