ଆସନ୍ତା ଦୁଇ ବର୍ଷ ପାଇଁ ‘ଗ’ ଗ୍ରୁପ ତରଫରୁ ନୂତନ କର୍ମ କର୍ତ୍ତା ଭାବେ ସଭାପତି ଶ୍ରୀ ରମା ବଲ୍ଲଭ ସାହୁ,ଉପ ସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ,ସହ ସମ୍ପାଦକ ବିଜୟ ମହାରଣା ଓ କୋଷାଧ୍ୟକ୍ଷ ବୈକୁଣ୍ଠ ସାହୁ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଚି ।
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଣ୍ଟିଲୋ :- କଂସା ରି ସମାଜ କେନ୍ଦ୍ରାଞ୍ଚଳ ଶାଖା ର ସମସ୍ତ ଥାନର ଥାନପତୀ, ପୂର୍ବତନ କର୍ମ କର୍ତ୍ତା,ବରିଷ୍ଟ ଜାତିଭାଇ, ଏବଂ ସର୍ବୋପରି ସମସ୍ତ ଯୁବକ ବନ୍ଧୁଗଣ,ଓ ମା ମାଉସୀ ମାନଙ୍କୁ ଅନୁରୋଧ ପୂର୍ବକ ଅବଗତ କରୁଅଛିଯେ, କଂସା ରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ମହାସଭା ମାନନୀୟ ସଭାପତି ଚତ୍ରୁଭୂଜ ମହାରଣା ଙ୍କ ଦ୍ଵାରା ଗତ 11,01,2023ରିଖ ଦିନ କଣ୍ଟିଲୋ କଲ୍ୟାଣ ସଦନ ଗୃହ ରେ 28 ରୁ ଉର୍ଦ୍ଧ ଥାନପତିଙ୍କ ସହିତ ପ୍ରାୟ ଶହେ ରୁ ଅଧିକ ଜାତିଭାଇ ମାନଙ୍କ ଗହଣରେ ସମ୍ପନ୍ନ ହୋଇ ଆସନ୍ତା ଦୁଇ ବର୍ଷ ପାଇଁ ଗ ଗ୍ରୁପ ତରଫରୁ ନୂତନ କର୍ମ କର୍ତ୍ତା ଭାବେ ସଭାପତି ଶ୍ରୀ ରମା ବଲ୍ଲଭ ସାହୁ,ଉପ ସଭାପତି ରବୀନ୍ଦ୍ର କୁମାର ମହାରଣା, ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ,ସହ ସମ୍ପାଦକ ବିଜୟ ମହାରଣା ଓ କୋଷାଧ୍ୟକ୍ଷ ବୈକୁଣ୍ଠ ସାହୁ,ସମୀକ୍ଷକ ଭାବେ ଭିକାରୀ ଚରଣ ସାହୁ, କାଶୀନାଥ ମହାରଣା, ସାରଙ୍ଗଧର ସାହୁ ଓ ଶ୍ରୀପତି ମହାରଣା ଏବଂ ପରାମର୍ଶଦାତା ଭାବେ ଅନାଦି ଚରଣ ସାହୁ, ଦଣ୍ଡପାଣି ସାହୁ, ଅଖିଳ କୁମାର ମହାରଣା ଓ ଚତ୍ରୁଭୂଜ ମହାରଣା ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଚି । ଏଣିକି ନିଜର ଜାତି ଭିତ୍ତିକ ସମସ୍ୟାର ସମାଧାନ ପାଇଁ ଆଉ କାହାରିକୁ ଚାରି ଚାରି ବର୍ଷ ଅପେକ୍ଷା କରିବାକୁ ପଡ଼ିବନି କି ବାରମ୍ବାର ଅପାରଗ କର୍ମ କର୍ତ୍ତା ଙ୍କ ଦ୍ବାରସ୍ଥ ହେବା କିମ୍ବା ଖୁସା ମତ କରିବାକୁ ପଡ଼ିବନି । ଯେହେତୁ ମାନ୍ୟବର ମହସଭଙ୍କ ଗତ 2019 ମସିହା 47 ତମ ବାର୍ଷିକ ଅଧିବେଶନ ଅନୁମୋଦିତ ଖ ଗ୍ରୁପ ସଭାପତି ଶ୍ରୀଯୁକ୍ ଚତୃଭୂଜା ମହାରଣା ଙ୍କ ଦ୍ଵାରା ଗତ 11.01.2023 ରିଖ ଦିନ 48 ଓ 49ତମ ବାର୍ଷିକ ଅଧିବେଶନ କଣ୍ଟିଲୋ ରେ ଶେଷ ହୋଇ ଯାଇଚି ,ତେଣୁ ଆଗାମୀ ମହାସଭା କେବଳ ଗ ଗ୍ରୁପ ନୂତନ କର୍ମ କର୍ତ୍ତା ମାନେ ଡାକି ପାରିବେ । ମୁଣ୍ଡ ବିହୀନ ବ୍ୟକ୍ତି ମାନଙ୍କ ଦ୍ଵାରା ଆହୂତ ବାର୍ଷିକ ଅଧିବେଶନରେ ଆଦ୍ୱୋଉ ଯୋଗ ଦିଅନ୍ତୁ ନାହିଁ ।ଯାହାଙ୍କ ପାଖେ ମାନ୍ୟବର ମହସଭାଙ୍କ ଦ୍ଵାରା ଅନୁମୋଦିତ ସଭାପତି,ସହ ସମ୍ପାଦକ ଓ କୋଷଧ୍ୟାକ ନାହାନ୍ତି ସେମାନଙ୍କ ଦ୍ଵାରା ଆଗାମୀ 21.01.2023 ରିଖ ଠାରୁ23.01.2023 ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହାସଭା କୁ ବର୍ଜନ କରି କଂସା ରି ଜାତିର ମାନ ସମ୍ମାନ ,ଗର୍ବ ଗୌରବ ,ଜାତିର ପରମ୍ପରା ଓ ଐତିହ୍ୟ କୁ ସେହି ଆତ୍ମଗର୍ବି,ଅହଙ୍କାରୀ ମନଙ୍କ କବଳରୁ ରକ୍ଷା କରିବା ପାଇଁ ନିବେଦନ। ଶ୍ରୀପତି ମହାରଣା କଣ୍ଟିଲୋ ।