ଚିଲିକା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଉତ୍କଳ ପାଇକରାୟ, ତୁମୁରାପୁଟ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ ସେଠୀ, ଦାମୀଆ ବରାବରା ସରପଞ୍ଚ ଶ୍ରୀଯୁକ୍ତ କାବୁ ଷଣ୍ଢ,କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀଯୁକ୍ତ ବ୍ୟୋତ୍ କେଶ୍ ମହାପାତ୍ର , କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ସଭାପତି ଶ୍ରୀଯୁକ୍ତ ନବକିଶୋର ସ୍ବାଇଁ,ପୋଲିସ କମିଶନର ଏ .ସା. ଇ ତଥା ଯାତ୍ରା ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଲେଙ୍କା,କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ର ସମିତିସଭ୍ୟ ପ୍ରତିନିଧି ତଥା ସମାଜ ସେବୀ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପଲେଇ,
ସମାଜ ସେବୀ ଶ୍ରୀଯୁକ୍ତ ସାଧୁ ଚରଣ ବରାଳ, ଏକ ଡାଳିଆ ଗ୍ରାମ ରେ ବହୁ ବର୍ଷ ଧରି ମକର ଯାତ୍ରା ହେଉଛି, ମଧ୍ୟାହ୍ନ ସମୟରେ ଗ୍ରାମର କଳାକାର ମାନଙ୍କୁ ନେଇ ପୌରାଣିକ ରାମାୟଣ ନାଟକ ପରିବେଷଣ କରିବା ସହ ରାତ୍ର ସମୟରେ ଗ୍ରାମର କଳାକାର ମାନେ ନିଜ ନିଜ ର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳା ପ୍ରଦର୍ଶନ କରିଛନ୍ତି,ଏକଡାଳିଆ ଗ୍ରାମବାସୀ ମାନଙ୍କ ସହଯୋଗ ସହ ଅତି ସୃଙ୍ଖଳିତ ଭାବରେ ମକର ଯାତ୍ରା ପରିବେଷଣ ହେଇଯାଇଛି।

© 2023 Odisha Taza News.