<h4><img class="alignnone wp-image-96258" src="https://odishatazanews.com/wp-content/uploads/2023/01/jajapur-sukinda7-300x165.jpg" alt="" width="702" height="386" /><strong><span style="color: #ff0000;"><em>୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-</em></span> ନାରୀ ସ୍ୱାବଲମ୍ବୀ ହେଲେ,ପରିବାରର ଆର୍ଥିକ-ସାମାଜିକ ବିକାଶ ସମ୍ଭବ ହୋଇଥାଏ । ନାରୀ ସମାଜର ବିକାଶକୁ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ କାଳିଆପାଣି ସୌରିକ ଯୁବ ମହୋତ୍ସବ </strong><img class="alignnone wp-image-96254" src="https://odishatazanews.com/wp-content/uploads/2023/01/bbsr-3-1-300x169.jpg" alt="" width="653" height="368" /><strong>କମିଟି ଦ୍ବାରା ଆୟୋଜିତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ମାନଙ୍କ ସହ ଏକ ବୈଠକ ରେ ଯୋଗଦେଇଛନ୍ତି ଯାଜପୁର ମାନ୍ୟବର ସାଂସଦ B.J.D ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପଦେଷ୍ଟା ଶ୍ରୀମତୀ ଶର୍ମିଷ୍ଠା ସେଠୀ ।</strong><img class="alignnone wp-image-96256" src="https://odishatazanews.com/wp-content/uploads/2023/01/bbsr-3-3-300x177.jpg" alt="" width="676" height="399" /><img class="alignnone wp-image-89315" src="https://odishatazanews.com/wp-content/uploads/2022/11/ODISHA-TAZANEWS-PRESS-jatani.pptx5_.pptx22-Copy-300x69.jpg" alt="" width="709" height="163" /> <img class="alignnone wp-image-96245" src="https://odishatazanews.com/wp-content/uploads/2023/01/odisha-tazanews-panashakaranti.pptx-4-300x225.jpg" alt="" width="743" height="557" /></h4>