ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ lପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ନିମନ୍ତ୍ରଣ କରିବାପରେ ଅନୁଷ୍ଠାନିକ ଭାବେ ମଞ୍ଚରେ ପ୍ରଦୀପ୍ତ ପ୍ରଜ୍ବଳନକରି ମଞ୍ଚ ଉଦଘାଟନ କରିଥିଲେ ପରେ ଅତିଥିମାନେ ତାଙ୍କ ଅଭିଭାଷଣରେ ଗୁରୁ,ଶିଷ୍ୟ ମ୍ୟଧରେ ନିବିଡ଼ ସମ୍ପର୍କ ଓ ବିଦ୍ୟାଳୟର ଶିକ୍ଷା ଉପରେ ମତ୍ୟବ୍ୟକ୍ତ କରିଥିଲେ l
ବିଦ୍ୟାଳୟରେ ବିଭିନ୍ନ କ୍ରୀଡା,ବକୃତା,ରଚନା,ରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ମଞ୍ଚ ପରିଚାଳନା ଓ ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ପାଢ଼ୀ l ପରିଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରାଯାଇଥିଲା l

© 2023 Odisha Taza News.