୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ଆଜି ଅପରାହ୍ନରେ ଚାନ୍ଦପୁର ଦଶଦୋଳ କମିଟି ସଭାଗୃହ ରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ମାଇଛି I ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଫୁଲ ତୋତା ଓ ଉତରୀୟ ପ୍ରଦାନ କରାଯାଇ ଥିଲା । କଳନୟାଗଡ଼ ସରପଞ୍ଚ ଶ୍ରୀମ ତୀ ଗୁଲୁବାସ ସୁବୁଦ୍ଧି ଚାନ୍ଦପୁର ସରପଞ ରଂଜିତା ସେନାପତି ; ବରିଷ୍ଠ ନାଗରିକ ମଞ୍ଚ ସଭାପତି ଧନେଶ୍ଵର ଅଗ୍ରୱାଲ ସମାଜସେବା ମନୋଜ ଦାସ ,
ଅରୁଣ ସୁବୁଦ୍ଧି , ବିଜୟ କେତନ ସାନ୍ତୁ , ଯମ୍ବେଶ୍ଵର ଖମାରୀ ପ୍ରମୁଖ ଉପସ୍ଥିତ ଥାଇ ଆଞ୍ଚଳିକ ବିକାଶ ପାଇଁ ଏକ ସ୍କାରକ ପତ୍ର ପ୍ରଦାନ କରିଥିଲେ I ସ୍ୱସ୍ ବକ୍ତବ୍ୟରେ ଶ୍ରୀ ମଙ୍ଗରାଜ ଓ ଶ୍ରୀ ପାତ୍ର ଚାନ୍ଦପୁର ହାସପାତାଳକୁ ମେଡ଼ିକାଲ କଲେଜ କରାଯିବା ଓ ରଣପୁରର ପ୍ରଥମ ମନେନୀତ ବିଧାୟକ ୰ ମୁରଲୀ ଧରଦାସଙ୍କ ପ୍ରସଂଗକୁ ଗୁରୁତ୍ଵର ସହ ଧାନ ଯିବା ନେର ଦୃଢୋକ୍ତି ରଖିଥିଲେ ; ରଘୁ ଦିବାକର ହାଇସ୍କୁଲ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ;
ପୁରୁଣା ଜାତୀୟ ରାଜପଥ ସମସ୍ୟା , ହାସପାତାଳ ପାଇଁ ଶବବୁହା ଗାଡ଼ି ବ୍ୟବସ୍ତା , ଚାନ୍ଦପୁର ସହର ଦେଇ ଯାତ୍ରୀ ବାହୀ ବସ ଆସିବା ଇତ୍ୟାଦି ପ୍ରସଂଗରେ ସ୍ଥାନୀୟ ନେତୃବୃନ୍ଦ ଆଲୋକ ପାତ କରିଥିଲେ। ଉଚ୍ଚସ୍ତରରେ ନିୟମିତ ଯୋଗା ଯୋଗ ପାଇଁ ଏକ କମିଟି ଗଠନ କରା ଯାଇଥିଲା । ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ବିଜ୍ଞାପିତ ଅଂଚଳ ପାଇଁ ଦାବୀ ରଖାଯିବାର ପ୍ରସ୍ତାବ ହୋଇଥିଲା l

© 2023 Odisha Taza News.