• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦ୍ୱାରା ଗୋଦରେଜ୍‌

Proprietor Abhimanyu Maharana by Proprietor Abhimanyu Maharana
December 30, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦ୍ୱାରା ଗୋଦରେଜ୍‌

Godrej Plus logo R2

Share on FacebookShare on TwitterWhatsapp

ଇଟେଂରିଓର ନୂଆ ଷ୍ଟୋର୍

୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱରରେ ଉଦ୍‌ଘାଟିତ ଏହି ନୂଆ ଷ୍ଟୋର ଶୁଭାରମ୍ଭ ଜରିଆରେ ଓଡ଼ିଶା ଓ ପୂର୍ବ ଭାରତରେ ନିଜ ଉପସ୍ଥିତିକୁ ସୁଦୃଢ଼ କରିଛି ଗୋଦରେଜ୍ ଇଟେଂରିଓ ଭୁବନେଶ୍ୱର: ଗୋଦ୍‌ରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦ୍‌ରେଜ୍ ଆଣ୍ଡ୍‌ ବୋଏସ୍‌ର ଗୃହ ଏବଂ ଅଫିସ ଫର୍ଣ୍ଣିଂଚର୍ ଶାଖା ଗୋଦ୍‌ରେଜ୍ ଇଟେଂରିଓ ପକ୍ଷରୁ ଭୁବନେଶ୍ୱରର ପଟିଆ ଛକଠାରେ ନୂଆ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରାଯାଇଛି । ୫୫୦୦ ବର୍ଗଫୁଟ ଅଂଚଳରେ ବ୍ୟାପ୍ତ ଏହି ଷ୍ଟେଟ୍ ଅଫ୍‌ ଆର୍ଟ ତଥା ନବୀକୃତ ଷ୍ଟୋରକୁ ଭୁବନେଶ୍ୱରର ମେୟର ସୁଲୋଚନା ଦାସଙ୍କ ସହ ମିଶି ଓଡ଼ିଶା ସିନେମା ଜଗତର ବିଶିଷ୍ଟ ଅଭିନେତ୍ରୀ ତଥା ସମାଜସେବୀ ଅନୁ ଚୌଧୁରୀ ଉଦ୍‌ଘାଟନ କରିଛନ୍ତି ।

ଏହି ଫ୍ଲାଗ୍‌ସିପ୍ ଷ୍ଟୋର୍‌ ଓଡ଼ିଶା ଏବଂ ପୂର୍ବ ଭାରତ ବଜାରରେ ଗୋଦ୍‌ରେଜ୍ ଇଟେଂରିଓର ରିଟେଲ୍‌ ସ୍ଥିତିକୁ ଆହୁରି ମଜଭୁତ କରିବ । ଏହି ଷ୍ଟୋରରେ ବିଭିନ୍ନ ଷ୍ଟାଇଲ୍ ଓ ଫିନିସ୍ ସହ ହୋମ୍ ଫର୍ଣ୍ଣିଚର୍‌, ମାଟ୍ରେସେସ୍ ଓ ହୋମ୍ ଷ୍ଟୋରେଜ୍ ଭଳି ଗୁଣାତ୍ମକ ଉତ୍ପାଦର ସମ୍ଭାର ରହିଛି । ନୂଆ ଷ୍ଟୋରର ଶୁଭାରମ୍ଭ ସହ ଉଦ୍‌ଘାଟନୀ ଅଫର୍ ଭାବେ ପ୍ରତି କିଣା ଉପରେ ଗୋଦ୍‌ରେଜ୍ ଇଟେଂରିଓ ପକ୍ଷରୁ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି । ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି ଯେ, “ପଟିଆ ଛକରେ ନୂଆ ଷ୍ଟୋର୍‌ର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଉଲ୍ଲସିତ । ଘରକୁ ସଜାଇବା ଏକ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାର କାରଣ ମୁଁ ଚାହେଁ ଫର୍ଣ୍ଣିଚର (ଆସବାବପତ୍ର) ମୋ ବ୍ୟକ୍ତିତ୍ୱର ପରିପ୍ରକାଶ କରୁ । ଭାରତୀୟ ଗୃହ ପାଇଁ ଶ୍ରେଷ୍ଠ ଉପଯୋଗୀ ଏବଂ ଆନ୍ତର୍ଜାତିକ ମାନକ ପୂରଣ କରୁଥିବା ହୋମ୍‌ ଫର୍ଣ୍ଣିଚର୍ ପ୍ରଦାନ କରିବା ପାଇଁ ଗୋଦରେଜ୍ ଇଟେଂରିଓ ପରିଚିତ ।

ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟରେ ଗୁଣାତ୍ମକ ଫର୍ଣ୍ଣିଚର ପ୍ରଦାନ କରିବାରେ ବିଶ୍ୱାସ ଓ ଦାୟିତ୍ୱ ପାଇଁ ସେମାନେ ଜଣାଶୁଣା ।’’ ଗୋଦରେଜ୍ ଇଟେଂରିଓର ଉପସଭାପତି ମନୋଜ ରାଠି କହିଛନ୍ତି ଯେ, “ଭୁବନେଶ୍ୱର ହେଉଛି ଏହି ଅଂଚଳର ଏକ ଆଗକୁ ବଢ଼ୁଥିବା ଅର୍ଥନୈତିକ ପେଣ୍ଠସ୍ଥଳ ଏବଂ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ଷ୍ଟୋର୍ ବେଶ ଚମତ୍କାର ସ୍ଥାନରେ ଥିବାରୁ ଏବଂ ଏହି ଅଂଚଳରେ ଗୋଦ୍‌ରେଜ୍ ଇଟେଂରିଓର ଦୃଢ଼ ଏବଂ ବର୍ଦ୍ଧିତ ବ୍ରାଣ୍ଡ୍ ପରିଚୟକୁ ନେଇ ଏହି ଷ୍ଟୋର୍‌ର ବାର୍ଷିକ ରାଜସ୍ୱ ୫ କୋଟି ଟଙ୍କା ଛୁଇଁବ ବୋଲି ଆମେ ଆଶା କରୁଛୁ । ଏହି ନୂଆ ଷ୍ଟୋର୍ ଖୋଲିବା ସହ ପୂର୍ବ ଭାରତରେ ନିଜର ଉପସ୍ଥିତିକୁ ଗୋଦ୍‌ରେଜ୍ ଇଟେଂରିଓ ଆହୁରି ସୁଦୃଢ଼ କରିଛି । ଦୃଢ଼ ବ୍ରାଣ୍ଡ୍ ପରିଚୟ ଯୋଗୁ ଆମେ ନିଶ୍ଚିତ ଯେ ଏହି ବ୍ରାଣ୍ଡ୍ ଗ୍ରାହକ ସଂଖ୍ୟାକୁ ଆହୁୁରି ବିସ୍ତାର କରି ଦ୍ରୁତ ଗତିରେ ଗୋଦ୍‌ରେଜ୍ ଇଟେଂରିଓ ପରିବାରରେ ଅଧିକ ପୃଷ୍ଠପୋଷକ ଯୋଡ଼ିବ ।’’

ଏହି ଅଂଚଳରେ ଥିବା ଅଭିବୃଦ୍ଧି ସମ୍ଭାବନା ସମ୍ପର୍କରେ ମନୋଜ କହିଛନ୍ତି ଯେ ଓଡ଼ିଶାରୁ ଆମ ରାଜସ୍ୱ ୪୨ କୋଟି ଟଙ୍କା ଥିବା ବେଳେ ପୂର୍ବ ଭାରତରୁ ରାଜସ୍ୱ ୨୦୪ କୋଟି ଟଙ୍କା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଆମେ ଆଉ —ଟି ନୂଆ ଷ୍ଟୋର ଖୋଲିବାର ଏବଂ ଆସନ୍ତା ତିନି ବର୍ଷରେ —% ଅଭିବୃଦ୍ଧି ହାସଲ କରିବାକୁ ଯୋଜନା ରଖିଛୁ । ଆସନ୍ତା ଦୁଇ ତିନି ବର୍ଷରେ ଆମେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ପ୍ରବେଶ କରିବା ଉପରେ ଗୁରୁତ୍ୱ ଦେବୁ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରିଟେଲ୍‌ ନେଟ୍‌ୱର୍କକୁ ୧୦୦ ଷ୍ଟୋର ବଢ଼ାଇବା ଏବଂ ଡେଲିଭରିକୁ ୫୦୦୦ ପିନ୍‌କୋଡ୍ ପର୍ଯ୍ୟନ୍ତ ବଢ଼ାଇବା ସହ ଏହି ପ୍ଲାଟ୍‌ଫର୍ମରୁ ବିକ୍ରିକୁ ଦ୍ୱିଗୁଣିତ କରିବାକୁ ଆମେ ଯୋଜନା ରଖିଛୁ ।’’

Godrej Plus logo R2About Godrej Interio : Godrej Interio is India’s leading premium furniture brand in both home and institutional segments with a strong commitment to sustainability and centers of excellence in design, manufacturing and retail. Led by the largest in-house design team in the country in the furniture category and awarded with 34 India Design Mark Awards till date, GODREJ INTERIO aims to transform spaces with its thoughtfully designed furniture to create brighter homes and offices with products that have the highest design quotient in aesthetics, functionality and technology.

With consistent pursuit of excellence and a special focus on health and ergonomics, GODREJ INTERIO’s product portfolio comprises of a wide range of solutions Today, we design and manufacture furniture for office spaces, homes, educational institutes, healthcare facilities, laboratories and more. Along with furniture we offer Audio Visual and 360 Degree Turnkey solutions. Each of our product range revolves around comfort and aesthetics while delivering well-designed, long lasting and functional furniture solutions.

In short, Godrej Interio helps the consumers to make every space the perfect setting for their myriad moods and moments. Currently present in over 450 cities with 450 exclusive showrooms and 520 dealer outlets, is one of the largest divisions of Godrej & Boyce Mfg. Co. Ltd., part of the Godrej Group, one of India's largest engineering and customer product groups. Godrej Interio has 7 manufacturing facilities situated at Mumbai, Khalapur, Haridwar, Shirwal, and Bhagwanpur. GODREJ INTERIO’s Shirwal Plant is Green Co Platinum Certified, and Mumbai Plants are Green Co Gold Certified.

GODREJ INTERIO is widely known for its comprehensive sustainability certifications for its products in furniture category. GODREJ INTERIO commitment to the environment has resulted in manufacturing products with lesser environment footprint. Our pioneering efforts include designing less environment burdening products, usage of eco-friendly materials and setting up less polluting and consuming processes, ensuring eco-friendly packaging and transportation and finally the extended responsibility of recycling/reuse of used furniture and scrap, thus ensuring a lifecycle approach to green.

GODREJ INTERIO has the widest range of green choices for our customers which not only includes products but also services such as green interiors and recycling. The brand boasts of noteworthy awards received so far- CII Exim Bank Award for Business Excellence 2016, Superbrands 2017-18, Reader’s Digest Most Trusted Brand 2018 Gold (Home Furniture and Modular Kitchen), TRA’s India’s Most Consumer focused brand 2019, GreenCo Star Performer Award 2019, National Energy Leader Award at CII National Award for Excellence in Energy Management 2018.

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version