ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇଛନ୍ତି ଏବଂ ଏହି ଅବସରରେ ଯୁବ ମୋର୍ଚ୍ଚା ସଭାପତି ଏସ.ଲିଙ୍ଗରାଜ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ଯୁବନେତା ଈଂ. ରୂପେଶ ପାଣିଗ୍ରାହୀ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ,ଏସଡ଼ିସି ଅଧ୍ୟକ୍ଷା ଶ୍ରୀମତୀ ମରିୟୋମ ରଇତ,
ଏସଡ଼ିସି ଊପାଧ୍ୟକ୍ଷ ଶ୍ରୀ ଧନେଶ୍ଵରଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ଏସ.ବାଲା ରାଜୁ , ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ ପାଲ,ବାରିଷ୍ଟ ନେତା ଶ୍ରୀ ବସନ୍ତ ଦାସ,ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବିଜୁ ଜନତାଦଳର କର୍ମୀ ଓ ଜନଜାତି ସଂପ୍ରଦାୟକ ଜନସାଧାରଣ ଉପସ୍ଥିତ ଥିଲେ ।

© 2023 Odisha Taza News.