No Result
View All Result
୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ବାଣପୁର ଜଗତ ଜନନୀ ମା ଭଗବତୀ ଙ୍କ ଦର୍ଶନ ଲାଭ କଲେ ଓଡିଶା ରାଜ୍ୟ ଖଦି ଓ ଗ୍ରାମ୍ୟଉଦ୍ୟଗ ନିଗମ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ. ଆଜି ବାଣପୁର ସ୍ଥିତ ଜଗତ ଜନନୀ କରୁଣା ମୟୀ ମା ଭଗବତୀ ପୀଠ କୁ ଆସି ମା ଭଗବତୀ ଙ୍କୁ ଦର୍ଶନ କରି ଆଶ୍ରିବାଦ୍ ଲାଭ କଲେ ଓଡିଶା ରାଜ୍ୟ ଖଦି ଓ ଗ୍ରାମ୍ୟଉଦ୍ୟଗ ନିଗମ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା,ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ବାଣପୁର ଵିଜୁ ଜନତା ଦଳ ର ସଭାପତି ପ୍ରଶନ୍ ପ୍ରଧାନ , ପୂର୍ବତନ ବାଣପୁର ବ୍ଲକ ଉପାଧ୍ୟକ୍ଷ ଅଜୟ ରାଉଳ , ଗାଲୁଆ ଗ୍ରାମ ପଞ୍ଚାୟତ ର ଯୁବ ସଂଗଠକ ଚିତ୍ତରଞ୍ଜନ ସାମନ୍ତରାୟ, ଭେଟେସ୍ୱର ଗ୍ରାମ ପଞ୍ଚାୟତ ର ବରିଷ୍ଠ ସଂଗଠକ ଦିବାକର ସାସମଲ ,ବାଣପୁର ବ୍ଲକ ଛାତ୍ର ସଭାପତି ନିଲେସ୍ ବରାଳ, ଯୁବ ନେତା ସୁଜିତ ଛାଟୋଇ,ସୁନୀଲ କାଣ୍ଡି ଓ ସୁଭେଛୁ ଗଣ,,,
No Result
View All Result