୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) କଟକ :- ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ଜଗତପୁର ନିକଟରେ ମାଞ୍ଜା ସୂତା ଲାଗି କଟିଗଲା ଜଣେ ଯୁବକଙ୍କ ମୁହଁ । ଯୁବକ ଜଣକ ବାଇକରେ ଟାଙ୍ଗୀରୁ ଜଗତପୁର ଅଭିମୁଖେ ଆସୁଥିବା ବେଳେ,
ବିରୂପା ବ୍ରିଜ ରେ ଘଟିଥିଲା ଏହି ଅଘଟଣ । ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣକ ନିଜ ଘରକୁ ଫେରି ଯାଇଛନ୍ତି । ପୋଲିସ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।














