No Result
View All Result
୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲାର ବହୁ ପ୍ରତିକ୍ଷିତ ଛେଳିଗଡ଼ ଜଳ ପ୍ରକଳ୍ପରେ ବୁଡିଅଂଚଳର ପରିବାର ସମୂହ ନିମ୍ନ ଲିଖିତ ଦାବି ନେଇ ବ୍ରହ୍ମପୁର ଆର.ଡି ,ସି ଙ୍କୁ ଜଣାଛନ୍ତି ଯଥା ୨୦୧୩ ( ଏଲ. ଏ.ଆର .ଆର. ) ଧାରା ଅନୁସାରେ ଜମି ରାଶି ପ୍ରଦାନ ଓ ଥଇଥାନ କରିବା, ବର୍ତମାନ ବଜାର ଦରରେ ଜମିର ଉଚିତ ମୂଲ୍ୟ ପ୍ରଦାନ କରିବା ,ସରକାରଙ୍କ ନିର୍ଧାରଣ ନିୟମ ୪-୧,୪-୨, ୪-୩ ଅନୁସାରେ ପ୍ରତ୍ୱେକ ପରିବାରକୁ ପେମେଂଟ ନୋଟିସ ପ୍ରଧାନ କରିବା ,ପୂର୍ବରୁ ଯେଉଁମାନେ ଏଲ.ଏ/ଆର.ଏ ନେଇଛନ୍ତି ସେମାନଙ୍କୁ ରିଭାଇଜ ଦରରେ ପେମେଣ୍ଟ କରିବା ,ନିଜ ଗ୍ରାମରେ ଥିବା ଜଙ୍ଗଲ କିସମ ,ଆବାଦୀଯୋଗ୍ୟ ଅନାବାଦୀ ଓ ପଥୁର ଜଙ୍ଗଲ କୁ ବହୁବର୍ଷ ଧରି ଦଖଲରେ ଥିବା ବ୍ୟକ୍ତି ଙ୍କୁ ଜମି ପଟା ପ୍ରଦାନ କରି କ୍ଷତି ପୁରାଣ ଦେବା ,ଅବିବାହିତା ଝିଅ ଙ୍କୁ ଡି.ପି./ପି.ଏ.ପି ପ୍ରଦାନ କରିବା ,
ବହୁବର୍ଷ ଧରି ବୁଡି ଅଂଚଳରେ ନିଜ ବନ୍ଧୁ ବା ଗ୍ରାମବାସୀଙ୍କ ଜମିରେ ରହିଆସୁଥିବା ପରିବାରଙ୍କୁ ଥଇଥାନ ବ୍ୟବସ୍ଥା କରିବା,କ୍ଷତିଗ୍ରସ୍ତ ପରିବାରର ୧୮ ବର୍ଷ ରୁ ଉର୍ଦ୍ଧ ବୟସ୍କଙ୍କୁ ଡି.ପି ଦେବାର ବ୍ୟବସ୍ତା କରିବା ,ପେମେଂଟ ଓଡର ଆସିବାପରେ ସରକାରୀ କର୍ମକର୍ତା ପେମେଂଟ ଦେବାର ବିଳମ୍ବ ହେତୁ ମୃତୁ ବାରଣ କରିଥିବା ହିତାଧିକାରୀଙ୍କୁ କ୍ଷତି ପୁରାଣ ରାଶି ପ୍ରଦାନ କରିବା ଓ ସରକାରଙ୍କ ପ୍ରତିଶୃତି ଅନୁସରେ ୨ ଏକର ବଦଳରେ ୫ ଏକର ଜଳସେଚିତ ଉର୍ବର ଚାଷ ଜମି ପ୍ରଦାନ କରିବା ପାଇଁ ବୁଡି ଅଂଚଳ କ୍ଷତିଗ୍ରସ୍ତ ପରିବାର ତରଫରୁ ……. ବ୍ୟକ୍ତି ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏହା ପୂର୍ବରୁ ଛେଳିଗଡ ପ୍ରକଳ୍ପ ବିସ୍ଥାପିତ ଲୋକମାନେ ପ୍ରକଳ୍ପ ବିରୋଧ କରୁଥିଲେ ।
ଏହି ପ୍ରକଳ୍ପର ସପବାଦୀ ଲୋକମାନେ ବିରୋଧ କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ ସେମାନଙ୍କ ସରକାରଙ୍କ ନୀୟମ ପ୍ରକାରେ ଆମକୁ ବିଛିପିତ ଥଇଥାନ କ୍ଷେତି ଓ ପ୍ରକଳ୍ପରେ କ୍ଷେତି ଜମି ଅଧିକରଣ କ୍ଷେତି ଠିକ୍ ଭାବେ ଦେନଥିବା ଯୋଗୁଁ ଆମେ ପ୍ରକଳ୍ପ କାମ କରିଦେବୁ ନାହିଁ ବୋଲି ପ୍ରକଳ୍ପ ସପଥବାଦି ସଭାପତି ଆଦିକନ୍ଦ ରଇତ ଓ ଗ୍ରାମର ଅନ୍ୟ ସଦସ୍ୟ ଅଭିଯୋଗ କରିଛନ୍ତି । ସେ ଆଉରି କହିଛନ୍ତି ଯେ ଏହି ପ୍ରକଳ୍ପ କ୍ଷେତି ଲୋକଙ୍କୁ ୨୪ ରୁ ୨୫ ଜଣ କୌଣସି ପ୍ରକାର ପ୍ରକଳ୍ପ ତରଫରୁ କ୍ଷେତି ମିଳିନାହିଁ ଏବଂ ୮୮ ଜଣଙ୍କୁ କ୍ଷେତି ପୂରଣ ଅଧା ଟଙ୍କା ଦିଆଯାଇଛି । ସେକହିଛନ୍ତି ପ୍ରକଳ୍ପ କୌଣସି ପ୍ରକାର ସଭେ କରାଯାନି କି ପଲିସଭା ଏବଂ ଗ୍ରାମସଭା ନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏହି ବିଷୟ ନେଇ ବହୁବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଆମ ଅଭିଯୋଗ ଗୁରୁତ୍ବ ଦେଉନିନ୍ତି । ସେହି କରିଥିଲେ କିଛି ଗ୍ରାମର ଲୋକଙ୍କର ଘର ସଭେ ନ ହୋଇ ରହିଯାଇଛି । ଏହି ବିଷୟ ନେଇ ଛେଳିଗଡ ପ୍ରକଳ୍ପର ନିର୍ବାହୀ ଯନ୍ତୀ ବିରେନ୍ଦ୍ର କୁମାର ଜଗତ୍ ସହ ଯୋଗାଯୋଗା କରିବାରୁ ସେ କରିଥିଲେ ସରକାରଙ୍କ ନିୟମ ପ୍ରକାରେ ବିଛାପିତ କ୍ଷେତି ପୂରଣ ଦିଆଯାଇଛି ଆଉ ସେମାନେ ଯେଉଁ ଦାବି ଏ ନେଇ ଆମ ତରଫରୁ ଉର୍ଚ କୃତ୍ତ ଜଣାଯାଇଛି । ଯେଉଁ ଆସିଲେ ଯୋଗାଇଦିଆଯିବ ।

No Result
View All Result