• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବୈପାରିଗୁଡା ପୋଲିସ ହାତରେ ଧରାପଡିଲେ ଦୁଇ ନକଲି ଶ୍ରମ ବିଭାଗ ଅଧିକାରୀ

Proprietor Abhimanyu Maharana by Proprietor Abhimanyu Maharana
December 22, 2022
in Uncategorized
0
ବୈପାରିଗୁଡା ପୋଲିସ ହାତରେ ଧରାପଡିଲେ ଦୁଇ ନକଲି ଶ୍ରମ ବିଭାଗ ଅଧିକାରୀ
Share on FacebookShare on TwitterWhatsapp

୨୨ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ବୈପାରିଗୁଡା :- କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଂଚଳରେ ବସବାସ କରୁଥିବା ନିରୀହ ସରଳ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଟଙ୍କା ପାଇବାର ଲଭ ଦେଖାଇ ଫେକ୍ କିମ୍ବା ନକଲି କାର୍ଡ ପ୍ରଦାନ କରୁଥିବା ବେଳେ କିଛି ମାସ ତଳେ ଦୁର୍ଗମ ଅଂଚଳର ଲୋକଙ୍କୁ ଫେକ୍ ଡିଏଲ ଡ୍ରାଇଭିଂ ଲାଇସେନ୍ସ ଦେଇ ପୋଲିସ ହାତରେ ପଡି ଗିରଫ ହୋଇଥିବା ନଜର ରହିଥିବା ବେଳେ ଏବେ ପୁଣି ଥରେ ଦୁଇ ଜଣ ଯୁବକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହି ଲୋକଙ୍କୁ ଠକି ନକଲି ଶ୍ରମିକ କାର୍ଡ ଦେଉଥିବା ସମୟରେ ବୈପାରିଗୁଡା ପୋଲିସ ହାବୁଡରେ ପଡି ହଟହଟା ହେଇଥିବାର ଦେଖିବାକୁ ମିଳିଛି ।

ପାପ୍ତ ଖବର ଅନୁସାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଥାନା ଅଂଚଳର କର୍ଣ୍ଣ କୁମାର ପାତ୍ର ଓ ବିକାଶ ସାହୁ ବୈପାରିଗୁଡା ଥାନା ଚିପାକୁର ପଂଚାୟତର ଝୁଲଣି ଗ୍ରାମରେ ପହଂଚି ଗ୍ରାମବାସୀଙ୍କୁ ଶ୍ରମ ବିଭାଗର ଅଧିକାରୀ କହି ଶ୍ରମକାର୍ଡ କରାଇ ଦେବା କହି ଏହି ଦୁଇ ଯୁବକ କହିବାରୁ ଗ୍ରାମବାସୀ ମାନେ ଅଚିହ୍ନା ଯୁବକଙ୍କୁ ସନ୍ଦେହ କରି ଏହି ଦୁଇ ଜଣ ଯୁବକକୁ ଗ୍ରାମରେ ଅଟକ ରଖି ବୈପାରିଗୁଡା ଥାନାକୁ ଖବର ଦେଇଥିଲେ । ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ପୋଲିସ କର୍ମଚାରୀ ମାନଙ୍କୁ ନେଇ ଏକ ଟିମ୍ ଗଠନ କରି ଘଟଣା ସ୍ଥଳରେ ପହଂଚି ଏହି ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ କଲର ପ୍ରିଣ୍ଟର , ୩ ଟି ମୋବାଇଲ ଫୋନ୍‌, ୩ ହଜାର ୫ ଶହ ଟଙ୍କା, ଗୋଟିଏ ବାଇକ ସହିତ ୧୩୦ ରୁ ଉର୍ଦ୍ଧ ନକଲି ଶ୍ରମକାର୍ଡ ଜବତ କରି ଥାନାକୁ ଆଣିଥିଲା । ସେମାନଙ୍କୁ ଥାନାକୁ ଆଣି ତଦନ୍ତ କରିବା ସହ ବୈପାରିଗୁଡା ପୋଲିସ ଜୟପୁର ଶ୍ରମବିଭାଗ କାର୍ଯ୍ୟାଳୟକୁ ଯାଇ ତଦନ୍ତ ମଧ୍ୟ କରିଥିବାର ଜଣାପଡିଛି । ଏହି ଦୁଇ ଜଣ ନକଲି ଶ୍ରମ ବିଭାଗର ଅଧିକାରୀ ବୋଲି ପୋଲିସ ଜାଣିବା ପରେ ଆଜି ବୈପାରିଗୁଡା ଥାନା ପରିସର ଠାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଝୁଲଣି ଗ୍ରାମକୁ ସପ୍ତାହେ ତଳେ ଦୁଇ ଜଣ ଯୁବକ ଯାଇ ଗ୍ରାମବାସୀଙ୍କ ଶ୍ରମିକ କାର୍ଡ କରାଇ ଦେବା ପାଇଁ କହି ସେମାନଙ୍କ ଠାରୁ ୭୫୦ ଟଙ୍କା ଆଦାୟ କରିଥିଲେ । ଗ୍ରାମବାସୀଙ୍କୁ ଏହି ଦୁଇ ଜଣ ଯୁବକ ଆମେ ଶ୍ରମ ବିଭାର କର୍ମଚାରୀ କହି ପରିଚୟ ଦେଇ ସେମାନଙ୍କୁ ଶ୍ରମକାର୍ଡ ମଧ୍ୟ ପ୍ରଦାନ କରିଥିଲେ ।

ତେବେ ଯୁବକମାନଙ୍କ ପ୍ରତି ଗ୍ରାମବାସୀଙ୍କ ସନ୍ଦେହ ହେବା ପରେ ଆଗରୁ ପାଇଥିବା କିଛି ଲୋକେ ଏହି ବିଷୟକୁ ନେଇ ଜୟପୁର ଶ୍ରମ ବିଭାଗ କାର୍ଯ୍ୟାଳୟର ଦ୍ୱରାସ୍ଥ ଦେବା ପରେ ସେମାନେ ପ୍ରକୃତ ଘଟଣା ବିଷୟରେ ଅବଗତ ହୋଇ ପାରିଥିଲେ ।ସେଠାରୁ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ପାଇଥିବା ଏହି ଶ୍ରମକାର୍ଡ ଗୁଡିକ ନକଲି ଅବା ଫେକ୍ ବୋଲି ଜାଣି ବୈପାରିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ଗ୍ରାମବାସୀ । ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ଜନସାଧାରଣଙ୍କୁ କହିଛନ୍ତି ଯେ ଯେକୌଣସି ଅଚିହ୍ନା ଲୋକ ଯଦି କିଛି କାମ କରାଇଦେବା ପାଇଁ କହୂଛି

ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନାକୁୂ ସୂଚନା ପ୍ରଦାନ କରନ୍ତୁ ଏବଂ ପ୍ରକୃତ ବିଷୟ ଜାଣିବା ପରେ ହିଁ ସେ ବ୍ୟକ୍ତିଙ୍କୁ ବିଶ୍ୱାସ୍ କରି କାଗଜପତ୍ର କିମ୍ବା ଟଙ୍କା ପ୍ରଦାନ ଦିଅନ୍ତୁ ବୋଲି ନିବେଦନ କରିବା ସହ ଯଦି କୌଣସି ଯୋଜନାରେ ଲାଭ ଉଠାଇବା ଅଛି ତେବେ ସରକରୀ କାର୍ଯ୍ୟାଳୟ ଅବା ଦୋକାନ ଯାଇ କାର୍ଯ୍ୟ କରିବା ପାଇଁ ଏହି ସାମ୍ମାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଆଜି ଏହି ଦୁଇ ନକଲି ଶ୍ରମବିଭାଗର ଅଧିକାରୀଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଥାନାରେ କେସ୍ ନମ୍ବର ୨୯୭/୨୨ ବୋଲି ଥାନା ଅଧିକାରୀ ତଥା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version