ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ସ୍ୱଛାସେବୀ ମାନଙ୍କର ସେବା ଅତୁଳନୀୟ।ଅତ୍ୟନ୍ତ ନିଷ୍ଠାର ସହ ସମସ୍ତ ସ୍ୱଛାସେବୀ ଏଥିରେ ସହଯୋଗ କରିଥିଲେ । ତେଣୁ ସମସ୍ତ ଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା,ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପ ରେ ସମସ୍ତ ସ୍ୱଛାସେବୀ ମାନେ ସକାଳୁ ରାତ୍ରି ପର୍ଯ୍ୟନ୍ତ ହବିଷ୍ୟାଳୀ ମା ମାନଙ୍କୁ ଯେଉଁ ସେବା, ସାହାଯ୍ୟ କରିଛନ୍ତି ତାହାର ପଟାନ୍ତାର ନାହିଁ ବୋଲି କହିଥିଲେ ।
ସେମାନେ ହେଲେ ରଶ୍ମି ଦlଶମହାପାତ୍ର, st jhon ଆବୁଲନ୍ସ ର ପୁରା tem ଏଈ ଥରେ ଗୋଟେ କୁନି ଶିଶୁ ପ୍ରୀୟାନସି ପିରୟଦର୍ଶନୀ ସହୂ ସାନମାନିତ କରା ଯାଇ ଥିଲା ଶୋଳ୍କ ବୋଲି ସମସ୍ତେ ଙ୍କ ମନ ଙ୍କୁ ପ୍ରଫୁଲ୍ଲଲିତ କରି ଥିଲେ l ଏହିଭଳି ସେବା ଭବିଷ୍ୟତ ରେ ମଧ୍ୟ ଯୋଗାଇ ଦେବେ ବୋଲି ସେ ଆଶା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,
ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର ପାତ୍ର, ଶ୍ରୀ ରାକେଶ କୁମାର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ,
ଜିଲ୍ଲା ସଂସ୍ଥା ଅଧିକାରୀ ଶ୍ରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ରେଡକ୍ରସ, ସେଣ୍ଟଜନ୍ସ ଆମ୍ବୁଲାନ୍ସ, ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ସଦସ୍ୟ, କ୍ରିଡା ଛାତ୍ରାବାସର ଅନ୍ତେବାସୀ, ଦି ବେଲ ଅନଷ୍ଠାନର ସ୍ୱଛାସେବୀଙ୍କୁ ସେବା ପାଇଁ ସାର୍ଟିଫିକେଟ, କମ୍ବଳ ଇତ୍ୟାଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

© 2023 Odisha Taza News.