ମୋହନା ବ୍ଲକ୍ ର ବ୍ଲକ୍ ଅଧ୍ୟକ୍ଷ ରଞ୍ଜୀବ ଶବର ସ୍ଥାନୀୟ ସରପଞ୍ଚ ମୋହଦୟା,ସମିତି ସଭ୍ୟ ରା,ଉଦୟଗିରି ବ୍ଲକ୍ ର ପୂର୍ବତନ ଜିଲ୍ଲା ପରିଷଦ, ତଥା ବରିଷ୍ଠ ସମାଜସେବୀ ଶ୍ରୀ ଜଗବନ୍ଧୁ ଦାସ, ତଥା ଗୁମିଗୁଡା ଏରିଆ ମଣ୍ଡଳୀ ର ସମସ୍ତ ଚାଳକ ,ସମ୍ପାଦକ,ତଥା ଏରିଆ ଘରର ପରିଚାଳନା କମିଟିର ସମସ୍ତ ସଦସ୍ୟ,
ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବୁଦ୍ଧିଜୀବି ଉପସ୍ଥିତ ଥିଲେ।ବ୍ଲକ ଅଧ୍ୟକ୍ଷ ଏବଂ ସମାଜ ସେବୀ ଦୁହେଁ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ବୁଲି ଗରିବ ଖଟିଖିଆ ଲୋକଙ୍କ ଅଭାବ ଅସୁବିଧା ବୁଝି ସମାଧାନ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସାଧାରଣ ଲୋକ ଖୁସି ବ୍ୟକ୍ତ କରିଛନ୍ତି।

© 2023 Odisha Taza News.