ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଆଜକୁ ଦୀର୍ଘ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚକ୍ଷୁ ପରୀକ୍ଷା ଏବଂ ଚକ୍ଷୁ ସର୍ଜରୀ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିବାରୁ ଏହି ଯାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ କ୍ଲବର ସଭାପତି ଲାୟନ ଶରତ କୁମାର ପରିଡ଼ା, ସମ୍ପାଦକ ଲାୟନ ପ୍ରଶାନ୍ତ କୁମାର ପରିଡ଼ା,
କୋଷାଧ୍ୟକ୍ଷ ଲାୟନ ଇଂ ସଞ୍ଜୟ କୁମାର, ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲ, କୋଷାଧ୍ୟକ୍ଷ ଲାୟନ ରାମପ୍ରସାଦ ପାତ୍ର, ମ୍ୟାନେଜିଂ କମିଟିର କୋଷାଧ୍ୟକ୍ଷ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ଲାୟନ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

© 2023 Odisha Taza News.