• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମେକ ଇନ ଓଡ଼ିଶା ୨୦୨୨: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ବେଦାନ୍ତର ଆଲୁମିନିୟମ ପାର୍କ ଉଦଘାଟନ

Proprietor Abhimanyu Maharana by Proprietor Abhimanyu Maharana
December 4, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ମେକ ଇନ ଓଡ଼ିଶା ୨୦୨୨: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ବେଦାନ୍ତର ଆଲୁମିନିୟମ ପାର୍କ ଉଦଘାଟନ
Share on FacebookShare on TwitterWhatsapp

କରିଛନ୍ତି ଏମଆଇଓ ୨୦୨୨ରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଭିତିପ୍ରସ୍ତର ସ୍ଥାପନ ଉନ୍ମୋଚିତ ହୋଇଥିଲା ।

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଆଲୁମିନିୟମର ବୃହତ ଉତ୍ପାଦକ ବେଦାନ୍ତ ଲିମିଟେଡ ଓଡ଼ିଶାର ଝାରସୁଗୁଡ଼ା ଠାରେ ବେଦାନ୍ତ ଆଲୁମିନିୟମ ପାର୍କର ଭିତି ପ୍ରସ୍ତର ସ୍ଥାପପନ ପାଇଁ ଘୋଷଣା କରିଛି । ଓଡ଼ିଶାର ମାନ୍ୟବାର ମୁଖ୍ୟମନ୍ତ୍ରୀ ଚାଲିଥିବା ମେକ ଇନ ଓଡ଼ିଶା ୨୦୨୨ କନକ୍ଲେଭରେ ବେଦାନ୍ତର ଚେୟାରମ୍ୟାନ- ଅନୀଲ ଅଗ୍ରୱାଲ ଙ୍କ ଉପସ୍ଥିତିରେ ଏହି ପାର୍କକୁ ଉଦଘାଟିତ କରିଥଲେ ।ଏହି ପାର୍କ ବେଦାନ୍ତ ଆଲୁମିନିୟମ ଓ ଶିଳ୍ପ ଭିତିଭୂମି ଓଡ଼ିଶା (ଇଡକୋ) ମଧ୍ୟରେ ଏକ ମିଳିତ ଉଦ୍ୟମ ଅଟେ । ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ବେଦାନ୍ତ ଆଲୁମିନିୟମ ପାର୍କ ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସୁବିଧା ପ୍ରଦାନ କରିବ ଯେଉଁଠାରେ କମ୍ପାନିମାନେ ସେମାନଙ୍କ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିପାରିବେ ଓ ଝାରସୁଗୁଡ଼ାର ସ୍ମେଲଟରରୁ ସେମାନଙ୍କ ଉତ୍ପାଦ ପାଇଁ ତରଳ ଆଲୁମିନିୟମ ପାଇପାରିବେ ।

ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ ସ୍ମେଲଟର ହେଉଛି ବିଶ୍ୱର ସର୍ବବୃହ୍‌ତ ସ୍ମେଲଟର ଯାହାର କ୍ଷମତା ବାର୍ଷିକ ୧.୭୫ ଟନ । ୨୫୩ ଏକରରୁ ଅଧିକ ପରିସରରେ ବ୍ୟାପୀଥିବା ଏହି ଆଲୁମିନିୟମ ପାର୍କ ଭାରତର ବୃହତମ ଧାତୁ ପାର୍କ ମଧ୍ୟରୁ ଅନ୍ୟତମ ହେବ । ଏହାର ଷ୍ଟ୍ରାଟେଜିକ ଅବସ୍ଥାନ ଏବଂ ବୈଶିଷ୍ଟ୍ୟ ଆଲୁମିନିୟମ ଆଧାରିତ ବ୍ୟବସାୟକୁ ତ୍ୱରାନ୍ୱିତ କରିବାରେ ବିଶେଷ ସହାୟକ ହେବ ଯଥା: ଉତ୍ପାଦକତା ବୃଦ୍ଧି : ଯେକୌଣସି ପରିମାଣରେ ଠିକ ସମୟରେ ଉଚ୍ଚ ଗୁଣମାନର ଗରମ ଧାତୁକୁ ପ୍ରାଥମିକତା ଦ୍ୱାରା ଉତ୍ପାଦନ ବୃଦ୍ଧି କରିବ ଓ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ମୂଲ୍ୟ ପ୍ରତିଦ୍ୱନ୍ଦିତା ସୃଷ୍ଟି କରିବ । ସମୟ ହ୍ରାସ: ଗରମ ଧାତୁ ତତକ୍ଷଣାତ ଉପଲବ୍ଧ ସହିତ, ପରିବହନ ଓ ପୁଡ଼ଃନିର୍ମାଣ ପାଇଁ ଆବଶ୍ୟକୀୟ ସମୟ ଖୁବ କମ ହେବ ଓ ଅର୍ଥ ସଂଚୟ ମଧ୍ୟ ହୋଇ ପାରିବ ।

କାର୍ଯ୍ୟକାରୀ ପୁଞ୍ଜି କମ ହେବ: ପୂର୍ବରୁ ଉତପ୍ତ ଲେଡ ମାଧ୍ୟମରେ ଆବଶ୍ୟକୀୟ ତାପମାତ୍ରାରେ ପରିବହନ କରାଯାଇପାରୁଥିବା ଗରମ ଧାତୁକୁ ପୁନ଼ଃ ତରଳାଇବା ପ୍ରୟାସ କାର୍ଯ୍ୟକାରୀ ହେବା ସହ ମୂଲ୍ୟ ସଂଚୟ ହୋଇ ପାରିବ । ବୈଷୟିକ ଓ ବିକ୍ରୟ ଉପରେ ସମର୍ଥନ: ବେଦାନ୍ତ ଆଲୁମିନିୟମ ସେଂଟର ଅଫ ଏକ୍ସଲେନସ, ଆର ଆଣ୍ଡଡି ସୁବିଧା ଓ ଷ୍ଟାର୍ଟ ଅପ ବିଶ୍ୱ ବିଶେଷଜ୍ଞଙ୍କ ନେଟୱର୍କକୁ ପ୍ରବେଶ, ଉତ୍ପାଦକମାନଙ୍କୁ ପ୍ରତିଯୋଗିତା ପ୍ରଦାନ କରିବାରେ ସହାୟକ ହେବ । ରପ୍ତାନି ଭିତିକ ଶିଳ୍ପଗୁଡ଼ିକ ପାଇଁ ଏସଇଜେଡ: ବେଦାନ୍ତର ଝାରସୁଗୁଡ଼ା ପରିସରରେ ଏକ ଏସଇଜେଡ ସ୍ମେଲଟର ଜୋନ ରପ୍ତାନିଭିତିକ ଶିଳ୍ପ ଗୁଡ଼ିକ ପାଇଁ ସେମାନଙ୍କ ସାମଗ୍ରୀ ଉତ୍ପାଦନ ଲାଗି ଗରମ ଧାତୁ ପାଇବା ଲାଗି ସୁବିଧା ପ୍ରଦାନ କରିବ ।

ପରିବେଶ ଓ ଅଙ୍ଗାରକାମ୍ଳ ଉପସ୍ଥିତି: ପୁନ଼ଃ ତରଳିବା ବା ଦୀର୍ଘ ଦୂରତା ବିଶିଷ୍ଟ ସାମଗ୍ରୀର ଆବଶ୍ୟକତାକୁ ଦୂର କରିବା ଲାଗି ପାର୍କ ବାର୍ଷିକ ୬୦-୭୦,୦୦୦ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବାରେ ସାହାଯ୍ୟ କରିବ ଓ କାର୍ଯ୍ୟକୁ ଡିକାର୍ବୋନାଇଜଡ କରିବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ- ଦେଶର ଏକ ପ୍ରମୁ୍‌ଖ ବିନଯୋଗ ଲକ୍ଷ୍ୟସ୍ଥଳ ଭାବରେ ଓଡ଼ିଶା ଦ୍ରୁତଗତିରେ ଉଭା ହୋଇଛି । ସବୁ କ୍ଷେତ୍ରରେ ପରିବର୍ତନ ଓ ଅନ୍ତର୍ଭୁକ୍ତ ବିକାଶ ଉପରେ ସ୍ପଷ୍ଟ ଧ୍ୟାନ ଦେଇ ଆମେ ଏକ ପ୍ରଗତିଶୀଳ ରାଜ୍ୟ ଅଟୁ । ଓଡ଼ିଶାରେ ଆମେ ଆପଣଙ୍କୁ ସର୍ବଦା ଉତମ ସେବା, ସମର୍ଥନ ପ୍ରଦାନ କରିଆସୁଛୁ । ନିବେଶକ ବନ୍ଧୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ପରିବର୍ତନଶୀଳ ଶାସନ ଆମକୁ ପ୍ରଗତି ପଥରେ ଆଗେଇ ନେଇଥାଏ ।

ଆମେ ଆପଣମାନଙ୍କ ସହ ମିଶି କାମ କରିବା ଓ ଆପଣଙ୍କ ଆବଶ୍ୟକତାକୁ ବୁଝିବା ଓ ସର୍ବୋତମ ସମର୍ଥନ ଜାରୀ ରଖିବୁ । ଶ୍ରୀ ଅନିଲ ଅଗ୍ରୱାଲ, ଅଧ୍ୟକ୍ଷ- ବେଦାନ୍ତ କହିଛନ୍ତିଯେ-ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତରେ ପରବର୍ତି ପୁଞ୍ଜି ବିନିଯୋଗ ଲକ୍ଷ୍ୟ ପୂରଣ ହୋଇ ପାରିବ । ଓଡ଼ିଶାର ପ୍ରାକୃତିକ ସୁବିଧା ପାଇଁ ଏହା ଭାରତର ଆଲୁମିନିୟମ ରାଜଧାନୀ ଅଟେ ଓ ବିଶ୍ୱରେ ଆଲୁମିନିୟମ ରାଜଧାନୀ ହେବାର ସାମର୍ଥ୍ୟ ରହିଛି । ବର୍ଷ ବର୍ଷ ଧରି ବେଦାନ୍ତ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଜୀବିକା ସୃଷ୍ଟି କରିପାରିଛି । ଶ୍ରୀ ରାହୁଲ ଶର୍ମା, ସିଇଓ -ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ- ଝାରସୁଗୁଡ଼ାରେ ଆମର ଆଲୁମିନିୟମ ସ୍ମେଲଟର ନିକଟରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ସୃଷ୍ଟି କରିବା ପାଇଁ ବେଦାନ୍ତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏହି ସହଯୋଗ ଭାରତୀୟ ଉତ୍ପାଦନ ପାଇଁ ଏକ ନୂଆ ଯୁଗ ସୃଷ୍ଟି କରିବ ।

ଆମର ଆଲୁମିନିୟମ ପାର୍କରେ ସେମାନଙ୍କ ପ୍ଲାଂଟ ସ୍ଥାପନ କରିବାକୁ ବହୁ ସୁବିଧା ପ୍ରଦାନ କରିବ । ଆମେ ମିଳିତ ଭାବରେ ଭାରତକୁ ବିଶ୍ୱର ସବୁଠାରୁ ଆବଶ୍ୟକୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିପାରିବା । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପ୍ଲାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

March 20, 2026
ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

March 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

ପ୍ରସାଦ ଡାଲ୍‌ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି

March 20, 2026
ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

March 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version