• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରଙ୍କର ସୁଆଣ୍ଡୋ ଐତିହ୍ୟ ଗ୍ରାମର ସାମୁହିକ ବିକାଶକୁ ବିରୋଧ କାହିଁକି ..?

Proprietor Abhimanyu Maharana by Proprietor Abhimanyu Maharana
November 26, 2022
in ଓଡ଼ିଶା, ପୁରୀ, ହୋମ୍
0
ସରକାରଙ୍କର ସୁଆଣ୍ଡୋ ଐତିହ୍ୟ ଗ୍ରାମର ସାମୁହିକ ବିକାଶକୁ ବିରୋଧ କାହିଁକି ..?
Share on FacebookShare on TwitterWhatsapp

୨୫ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ସୁଆଣ୍ଡୋ :- ସୁଆଣ୍ଡୋ ଐତିହ୍ୟ ଗ୍ରାମର ସମସ୍ତ ୨୦ଟି ଘରକୁ ଏକା ପ୍ରକାରର କରିବାକୁ ମୁଁ ଗ୍ରାମବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ କରିଥିବା ନିବେଦନକୁ କିଛି ଲୋକ ବିରୋଧ କରିଛନ୍ତି | ସେମାନେ କାହିଁକି ବିରୋଧ କରୁଛନ୍ତି ସେ କଥା ମତେ ବୁଝା ପଡୁନି | ସେଥିପାଇଁ ଏହାର ରହସ୍ୟ ଉନ୍ମୋଚନ ନିମନ୍ତେ ଲେଖୁଛି | ଯେଉଁମାନେ ଏ ପ୍ରସ୍ତାବକୁ ବିରୋଧ କରୁଛନ୍ତି, ସେମାନେ କହିବେ କି ତାଙ୍କ ବିରୋଧର ଅନ୍ତର୍ନିହିତ ଉଦ୍ଦେଶ୍ୟ କଣ ? ଏହା ଦ୍ୱାରା କାହାର ସ୍ୱାର୍ଥରେ ବାଧା ଉପୁଜିଛି ଯେ ସେମାନେ ବିରୋଧ କରୁଛନ୍ତି | ପ୍ରସଙ୍ଗଟି ଏହିପରି- ରାଜ୍ୟ ସରକାର ସ୍ୱାଧୀନତାର ୭୫ବର୍ଷ ଓ ଉତ୍କଳମଣିଙ୍କ ତିରୋଧାନର ୯୪ବର୍ଷ ପରେ ତାଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ Villageର ମାନ୍ୟତା ପ୍ରଦାନକରି ଗ୍ରାମଟିକୁ ପର୍ଯ୍ୟଟନସ୍ଥଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଯାହାକି ଅତ୍ୟନ୍ତ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ |

ଏଥିପାଇଁ ୨୫.୨୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ଏହି କାର୍ଯ୍ୟକୁ ଆହୁରି ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଇଚ୍ଛା ଓ ଆର୍ଥିକ ଅନଟନକୁ ଦୃଷ୍ଟିରେ ରଖି ଜରିପକା ଚାଳ ଛପର ଘରର ସମ୍ମୁଖ ଭାଗକୁ Renovation କରିବା ପାଇଁ ପ୍ରସ୍ତାବ ଦେଇ ନିବେଦନ କରିଥିଲି | ଏହି ନିବେଦନ ପ୍ରସ୍ତାବକୁ କିଛି ବ୍ୟକ୍ତି ମୋ Post ଉପରେ ମତାମତ ଦେଇ ବିରୋଧ କରିଛନ୍ତି | ସେମାନେ କାହିଁକି ବିରୋଧ କରୁଛନ୍ତି, ତାଙ୍କର କଣ କ୍ଷତି ହେଉଛି ସେ ବିଷୟରେ ମୋର ଧାରଣା ନାହିଁ | ସେମାନେ କେହି ସୁଆଣ୍ଡୋ ଲୋକ ନୁହନ୍ତି | ସେ ଯେ କାହିଁକି ପ୍ରତିବାଦ ଜଣାଇଛନ୍ତି, ତାହା ମଧ୍ୟ ରହସ୍ୟ ଜନକ ? ଏକଥା ଜାଣିବା ପାଇଁ ମୁଁ ଏହି Postingଟି କରିଛି | Karan Chandra Pattanaikଙ୍କ ମନ୍ତବ୍ୟ- ଏହା ଗ୍ରାମବାସୀ ଉପରେ ନିର୍ଭର |

ସରକାର କଣ କରିବେ ? ସରକାର ପଣ୍ଡିତ ଗୋପବନ୍ଧୁଙ୍କ ପାଇଁ କିଛି କରିବେ…. ଗ୍ରାମବାସୀଙ୍କ ପାଇଁ ନୁହେଁ | ନହେଲେ ଗ୍ରାମବାସୀ କର୍ମକୋଢ଼ିଆ ହୋଇଯିବେ | ମୋର ଏଠାରେ ସେଇ ବାବୁଙ୍କୁ ପ୍ରଶ୍ନ ହେଉଛି- ଚାଳଛପର ଘରର ସମ୍ମୁଖ ଭାଗ ଯାହା ମହାବତ୍ୟା ସମୟରୁ ଭାଙ୍ଗିଛି ତାକୁ ଅର୍ଥ ଅଭାବରୁ ଗୃହକର୍ତ୍ତା ସଜାଡି ପାରିନି, ସେଇ ଘରକୁ ରାଜ୍ୟ ସରକାର ସଜାଡି ଦେଲେ- ଗ୍ରାମବାସୀ କର୍ମକୋଢ଼ିଆ ହେଇଯିବେ, ଏକଥା ସିଏ କେମିତି ଜାଣିଲେ- ଦୟାକରି କହିବେ କି ? ଦ୍ଵିତୀୟରେ ସେଇ ବାବୁଙ୍କୁ ଗୋପବନ୍ଧୁ ଦାସଙ୍କ Will ଏବଂ ପାରିବାରିକ ହିସାବ ସମ୍ପର୍କରେ କିଛି ଜଣା ଅଛି କି ? ଯଦି ଜଣା ନାହିଁ ତେବେ ଏତିକି ଜଣିବାକୁ ଚେଷ୍ଟା କରିବେ କି ? ଗୋପବନ୍ଧୁଙ୍କ ପିତା ହେଉଛନ୍ତି ଦୈତାରୀ ଦାସ | ଦୈତାରୀ ଦାସଙ୍କ ପ୍ରଥମ ପତ୍ନୀଙ୍କ ପୁଅ- ନାରାୟଣ ଦାଶ | ଦ୍ଵିତୀୟ ପତ୍ନୀଙ୍କ ପୁଅ ଗୋପବନ୍ଧୁ ଦାସ |

ନାରାୟଣ ଦାଶ ତାଙ୍କ ଏକମାତ୍ର ଝିଅର ୪ପୁଅଙ୍କ ମଧ୍ୟରୁ ଜଣଙ୍କୁ ଅର୍ଥାତ ସଦାନନ୍ଦ ଦାଶଙ୍କୁ ପୋଷ୍ୟ ସନ୍ତାନ ଭାବେ ନାରାୟଣ ଦାଶ ଗ୍ରହଣ କରିଥିଲେ | ଗୋପବନ୍ଧୁ ଦାସ ତାଙ୍କ ଶେଷ ଇଚ୍ଛାପତ୍ରରେ ସଦାନନ୍ଦଙ୍କୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଗୋପବନ୍ଧୁ ଦର୍ଶାଇ ନାହାନ୍ତି | ତେଣୁ ରାଜ୍ୟ ସରକାର ଗୋପବନ୍ଧୁଙ୍କ ଷାଠିଘର ଓ ସମ୍ପତ୍ତି ସଦାନନ୍ଦଙ୍କ ପିଲାମାନଙ୍କ ଠାରୁ କିପରି ନେଲେ ? ଏବଂ ସଦାନନ୍ଦଙ୍କ ସମସ୍ତ ପିଲାଙ୍କୁ କେଉଁ ଆଧାରରେ ତୋଳା ଘର ଯୋଗାଇ ଦେଲେ ? ସେକଥା ପଚାରି ବୁଝି ଜଣାଇବେ କି ? ତୃତୀୟରେ- ରାଜ୍ୟ ସରକାର ପଟ୍ଟନାକିଆଛକ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ ୬କିମି ରାସ୍ତାକୁ ପକ୍କା ସଡ଼କ କରିଛନ୍ତି | ସୁଆଣ୍ଡୋକୁ Connectivities ସମସ୍ତ Roadର ପୁନଃରୁଦ୍ଧାର କରାଇ ପକ୍କା କରିଛନ୍ତି | ସ୍ୱଚ୍ଛ-ପାଣି, ଡ୍ରେନେଜ୍ ସାଙ୍ଗକୁ ଭୁତଳବିଦ୍ୟୁତ ବ୍ୟବସ୍ଥା କରିଛନ୍ତି |

ଏହା ସହିତ ୧୦ଏକର ପରିମିତ ଜମିରେ ପାର୍କ, ଜଳାଶୟ ସାଙ୍ଗକୁ ମ୍ୟୁଜିୟମ ଓ ଲାଇବ୍ରେରୀ ବନେଇଛନ୍ତି | ଏତେ ସବୁ ସୌନ୍ଦର୍ଯ୍ୟ କରଣ ସଙ୍ଗକୁ ୧୫ଟି ଜରି ପକା ଯାଇ ଆଚ୍ଛାଦିତ ଥିବା ଚାଳଛପର ଘର ଦେଖି ପଯ୍ୟଟକମାନେ ଯଦି ବେଶୀ ଆନନ୍ଦ ଅନୁଭବ କରିବେ, ତେବେ ଗ୍ରାମବାସୀ ଯେମିତି ଭଙ୍ଗା ଦଦରା ଘରେ ରହୁଛନ୍ତି, ସେମିତି ରହିବାରେ ସଂକୋଚ ମନେକରିବେ କାହିଁକି ? ସେ ବାବୁ ଏକଥା ବୁଝିବା ଉଚିତ ଯେ- ପାଖରେ ଟଙ୍କା ଗଚ୍ଛିତ ରଖି କେହି କେବେ ଭଙ୍ଗା ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ | ତେଣୁ ଗ୍ରାମବାସୀଙ୍କ ଆର୍ଥିକ ଦୂରବସ୍ଥା ଓ ରାଜ୍ୟ ସରକାରଙ୍କ ଐତିହ୍ୟ Villageର ବିକାଶକୁ ଦୃଷ୍ଟିରେ ରଖି ମାତ୍ର ଅଳ୍ପ କେଇଟା ଚାଳ ଛପର ଘରର Renovation କଥା ଉଲ୍ଲେଖ କରିଥିଲି | ତେଣୁ ଏହାକୁ ବିରୋଧ କରି ମତାମତ ଦେଇଥିବା ବ୍ୟକ୍ତି ବିଚାର କରନ୍ତୁ, ସେମାନେ ନକାରାତ୍ମକ ଟିପ୍ପଣୀ ଦେଇ କାହାର ଲାଭ କରିଛନ୍ତି ?

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

August 16, 2026
ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

ଖଣ୍ଡପଡ଼ା ସହର ସମେତ ବ୍ଲକ ଗ୍ରାମାଞ୍ଚଳରେ ସ୍ବାଧୀନତା ଦିବସ ପାଳନ

August 16, 2026
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

August 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ  ପାଳିତ

August 16, 2026
ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜ୍ୟ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

August 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version