ପୂଜ୍ୟପୂଜା ପରମ୍ପରା ବଜାୟ ରଖିବାକୁ ଏହି ଜୟନ୍ତୀ ପାଳନ ବୋଲି ସଭାରେ ଯୋଗଦେଇଥିବା ବକ୍ତାମାନେ ମତ ପୋଷଣ କରିଥିଲେ । ଏକାମ୍ର ସଂଘଠନର ସଭାପତି ଅମୀୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ଶିବପ୍ରସାଦ ବେହେରା, ଶିବ ନାରାୟଣ ରାୟ ଓ ୧୦ଜଣ ମୁରବୀ ସାମିଲ ହୋଇ ସ୍ମୃତି ଚାରଣ କରିଥିଲେ । 

© 2023 Odisha Taza News.