• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନଭେମ୍ବର ୨୬ ରେ ମହାତ୍ମା ଗାନ୍ଧୀ ମାର୍ଗ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଶକ୍ତି ପ୍ରଦର୍ଶନ

Proprietor Abhimanyu Maharana by Proprietor Abhimanyu Maharana
November 25, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ନଭେମ୍ବର ୨୬ ରେ ମହାତ୍ମା ଗାନ୍ଧୀ ମାର୍ଗ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଶକ୍ତି ପ୍ରଦର୍ଶନ
Share on FacebookShare on TwitterWhatsapp

 ୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :-  ବିଗତ ୨୦୧୮ ମସିହା ଜୁନ ମାସ ୨୫,୨୬ ଓ ୨୭ ତାରିଖ ଏକ ବୃହତ ଗଣ ଆନ୍ଦୋଳନ କରଯାଇଥିଲା।ଢୁ ଢୁ ବର୍ଷା କୁ ଖାତିର ନକରି ଓଡିଶାର କୋଣ ଅନୁକୋଣ ରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ଯୋଗଦେଇଥିଲେ। ଯାହାକୁ ସମ୍ମାନ ଦେଇ ଓଡିଶାର ତତତ୍କାଳୀନ ମୁଖ୍ୟ ଶାସନ ସଚିବ ଙ୍କ ଅଫିସ ଦପ୍ତର ଏକ ଲିଖିତ ପ୍ରତିଶୃତି ଦେଇଥିଲେ ଏକ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି କରି ସମସ୍ୟା ର ଆସୁ ସମାଧାନ କରାଯିବ ବୋଲି କିନ୍ତୁ ବିଡମ୍ବନାର ବିଷୟ ଇତି ମଧ୍ୟରେ ଚାରି ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ କୌଣସି ସୁଫଳ ମିଳିଲାନି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୧୫-୧୦-୨୦୨୨ ରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତି ଘୋଷଣା କଲେ ।

ଓଡିଶା ରେ ଦୀର୍ଘ ଦିନ ଧରି ପ୍ରଚଳିତ ଏକ କୁସ୍ଛିତ ପ୍ରଥାର ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତି ନେଇ ନାହାନ୍ତି। ଆଶା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ ।  କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତି ନିଆଯାଇ ନାହିଁ ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି ।  ମାନ୍ୟବର ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ବେଳେ ଓଡିଶାର ଆର୍ଥିକ ଅବସ୍ତା ସ୍ଵଚ୍ଛଳ ନଥିଲା ସେହି ସମୟରେ ଓଡିଶା ସରକାର ସମସ୍ତ ପ୍ରକାର ନିଯୁକ୍ତି ପ୍ରକ୍ରିୟା ରଦ୍ଦ କରିବା ପାଇଁ ଡିଫଆଇଡି ସାଙ୍ଗେ ଚୁକ୍ତି କରିଥିଲେ।

ସେହି ସମୟରେ କାର‌୍ୟ୍ୟର ଆବଶ୍ୟକତା ଆଳରେ, ପରୋକ୍ଷ ଭାବେ ଆଉଟସୋର୍ସିଙ୍ଗ ପ୍ରଥାକୁ ଆପଣେଇ ନେଲେ, ତାଙ୍କ ପାଖରେ ପ୍ରତି ଜିଲ୍ଲାରେ ନିଜର ନିୟୋଜନ ସଂସ୍ଥା ଥାଇ ମଧ୍ୟ, ସେଇ କଳଙ୍କିତ  ପ୍ରଥାକୁ ସେହି ସମୟର ଓଡିଶାର ଯୁବକ ଯୁବତୀ ଆପଣେଇ ନେଲେ । ଆଜି ରାଜ୍ୟରେ ବଳକା ବଜେଟ, ଯାହାର ଶ୍ରେୟ ଏହି ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ।  ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତିକୁ ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କ ଭାଗ୍ୟ ଆଜି ଅନ୍ଧକାର ଭିତରେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଦାବି ବିଷୟରେ ଯଥା ଶୀଘ୍ର ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ନଚେତ କର୍ମଚାରୀ ମାନେ ଶାନ୍ତିପୂର୍ଣ ଭାବରେ ଆନ୍ଦୋଳନକୁ ଓହ୍ଲେଇବେ।

ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ଓଡିଶାର ବରିଷ୍ଠ ଲୋକପ୍ରିୟ କର୍ମଚାରୀ ନେତା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟା ପ୍ରତି ସହାନୁଭୁତିଶୀଳ ଅଛନ୍ତି। ଶାନ୍ତିପୂର୍ଣ୍ଣ ସଦଭାବନାର ସହ ଚାପ ସୃଷ୍ଟି କଲେ ସରକାରରେ ଥିବା ଅମଲା ମାନେ ବିଳମ୍ବରୁ ନିବୃତ ରହି ଏ କୁସ୍ଛିତ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ତୁରନ୍ତ କାର‌୍ୟ୍ୟ ଆରମ୍ଭ କରନ୍ତୁ ଓ ଆଉଟସୋର୍ସିଙ୍ଗ ପ୍ରଥାକୁ ତୁରନ୍ତ ପ୍ରତ୍ୟାହାର କରି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ସହ ଯେଉଁ ମାନଙ୍କୁ ଚାକିରିରୁ ଅନ୍ତର କରିଦିଆଯାଇଛି ସେମାନଙ୍କୁ ତୁରନ୍ତ ଥଇଥାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ଵାନ ଦେଇଥିଲେ।  ଏହି ପ୍ରତିବାଦରେ ରାଜ୍ୟ ଓ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ତା ୦୮-୧୧-୨୦୨୨ ରେ ଭୁବନେଶ୍ଵର ଠାରେ ଏକ ସଭା ଅନୁଷ୍ଠିତ ହୋଇ ଏଥିରେ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଥିଲା  ।

ବିଗତ  ନଭେମ୍ବର ୧୪ ରୁ ୧୯ ଅଫିସ ଦପ୍ତର ରେ କଳା ବ୍ୟାଜ ପରିଧାନ କରି କାର‌୍ୟ୍ୟ କରିବା ସହ ପ୍ରତିବାଦ ର ସ୍ଵର ଗଣତାନ୍ତ୍ରିକ ଉପାୟରେ ଉଠାଇଲେ ଏବଂ ଶେଷରେ  ନଭେମ୍ବର ୨୬ ତାରିଖରେ ରାଜ୍ୟ ର କୋଣ ଅନୁକୋଣରୁ ହଜାର ହଜାର କର୍ମଚାରୀ ମହାତ୍ମା ଗାନ୍ଧୀ ମାର୍ଗରେ ତାଙ୍କର ଶକ୍ତି ପ୍ରଦର୍ଶନ କରିବେ ବୋଲି ସଭାପତି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ କହିଥିଲେ  । ଏହି ସଭାକୁ ସଂଘର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ, ପରିଚାଳନା କରିଥିଲେ ଏବଂ ପ୍ରତାପ କୁମାର ନାଥ, ମହାସଚିବ, ମାନସ ରଞ୍ଜନ ଦାଶ ସଂଘ ର ସାଧାରଣ ସମ୍ପାଦକ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ, ଗୌତମ ମହାରଣ୍ୟ, ଉପସଭାପତି, ସଚିତ୍ର ଦାଶ, ଓ ମଦନ ବଳିଆରସିଂହ, କୋଷଧକ୍ଷ , ପ୍ରକାଶ ବେଦାନ୍ତ, ବାମଦେବ ସାହୁ, ଗୁରୁ ପ୍ରସାଦ ଶତପଥୀ, ସଂବିତ ଦାଶ, ଦିଲ୍ଲୀପ ସ୍ଵାଇଁ, ଅସୀମାନନ୍ଦ ରାୟ, ଏସ ରେହେମାନ, ଉମା ପାଣିଗ୍ରାହୀ, ସମ୍ପଦ ମହାନ୍ତି, ହେମନ୍ତ ବସ୍ତିଆ, ତାପସ କୁମାର ମିଶ୍ର, ସଂଗଠନ ସମ୍ପାଦକ ଓ ପ୍ରତି ଜିଲ୍ଲାର ସମ୍ପାଦକ ଓ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

September 24, 2026
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 24, 2026
ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ

September 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ

September 24, 2026
ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା”ମୋ ପରିବାର”

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version