• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାଇ ଷ୍ଟେସନ ନିକଟରେ ମାଲବାହୀ ଗାଡି ଲାଇନ ଚ୍ୟୁତ ୩ମୃତ : ୪ରୁ ଊର୍ଦ୍ଧ୍ୱ ଗୁରୁତର, ମୃତକ ପରିବାରୁକ କେନ୍ଦ୍ରର ୫ଲକ୍ଷ ଓ ରାଜ୍ୟ ସରକାରଙ୍କ ୨ଲକ୍ଷ ଟଙ୍କା ସହାୟତା ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
November 23, 2022
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
କୋରାଇ ଷ୍ଟେସନ ନିକଟରେ ମାଲବାହୀ ଗାଡି ଲାଇନ ଚ୍ୟୁତ ୩ମୃତ : ୪ରୁ ଊର୍ଦ୍ଧ୍ୱ ଗୁରୁତର, ମୃତକ ପରିବାରୁକ କେନ୍ଦ୍ରର ୫ଲକ୍ଷ ଓ ରାଜ୍ୟ ସରକାରଙ୍କ ୨ଲକ୍ଷ ଟଙ୍କା ସହାୟତା ଘୋଷଣା
Share on FacebookShare on TwitterWhatsapp

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଯାଜପୁର ଜିଲାର କୋରାଇ ରେଳଷ୍ଟେସନରେ ଆଜି ପୂର୍ବାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ୬ଟା୪୦ (ଗାଡି ନମ୍ବର ୨୮୭୫୫/୩୨୮୫୬) କୋରାଇ ଷ୍ଟେସନ ନିକଟରେ ଲାଇନଚୁୁତ ହେବା ଫଳରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଓ ଜଣେ ଶିଶୁ ସମେତ ୪ଜଣ ଆହତ ହୋଇଥିବା ହୋଥିବା ଜଣାପଡଇଛି । ଆତମାନଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଓ ପରେ ଜିଲା ହଷ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଦର୍ଘଟଣାରେ ୩ମୃତ ବ୍ୟକ୍ତିମାନେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ସ୍ଥିତ ତାଜପୁର ଗ୍ରାମର ପାର୍ବତୀ ବିନ୍ଧାଣୀ(୫୦) ଓ ତାଙ୍କ ଝିଅ କଣ୍ଢେଇ ବିନ୍ଧାଣୀ(୨୬) ଏବଂ ଅନ୍ୟଜଣେ ସ୍ଥାନୀୟ କୋରାଇ ସ୍ଥିତ ଫାଜଲପୁର ଗ୍ରାମର ସେକ ମହି ଉଦିନଙ୍କ ପତ୍ନ୍ନୀ ଅବ୍‌ଜୁନ ବିବି(୫୨) ବୋଲି ଜଣାପଡିଛି ।ମୃତକ ମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଅନ୍ୟପକ୍ଷରେ ଆହତ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ହଷ୍ପିଟାଲକୁ ଭର୍ତି କରାଯାଇଥିଲା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟଯେ ଆଜି ସକାଳ ୬ଟା୪୦ରେ ମିନିଟ ସମୟରେ ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ଇଞ୍ଜିନ ସମତେ ୬୧ଟି ଡବା ବିଶିଷ୍ଟ ମାଲବାହୀ ଗାଡି (ନମ୍ବର ୨୮୭୫୫/୩୨୮୫୬) ଏକ ଖାଲି ଟ୍ରେନ ଖଡପୁରରୁ ଛତ୍ରପୁର ଅଭିମୁଖେ ଯାଇଥିଲା ବେଳେ କୋରାଇ ଷ୍ଟେସନରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ୬୧ଡବା ବାଇଷ୍ଟ ଏହି ଟ୍ରେନୀ ୧୭ନମ୍ବର ଖାଲି ଡବାର ଡୋର ଖୋଲା ରହିଥିବାରୁ ୮୦ରୁ ୯୦ ସ୍ପିଡରେ ଯାଉଥିବାରୁ ସେ ଡୋରଟି କୋରାଇ ଷ୍ଟେସନର ପ୍ଲାଟଫର୍ମ ପିଣ୍ଡିରେ ପିଡିହେବା ଫଳରେ ସେଡାବ ପ୍ରଥମେ ଲାଇନ ଚ୍ୟୁତ ହୋଇଥିଲାଏହା ଘୁଷୁରି ଘୁଷୁରି ୨୦୦ମିଟର ଯିବା ପରେ ସେ ଡବାର ପଛକୁ ଥିବା ୧୮ନମ୍ବର ଡବା ଛିଡିଯାଇଥିଲା ଫଳରେ ବେଗଗାମୀ ଟ୍ରେନଥିବାରୁ ପ୍ରାୟ ୧୬ଟି ଡବାଲାଇନଚ୍ୟୁତ ପ୍ଲଟ ଫର୍ମ ସମେତ ଯାତ୍ରୀ ବିଶ୍ରାମାଗାର ଓ ଟିକେଟ କାଉଂଟର ଉପରକୁ ଛିଟିକି ପଡିଥିଲା ପଡଇଥିଲା । ଏହି ସମୟରେ ଅର୍ଥାତ ୭ଟା ବେଳେ ବାଲେଶ୍ୱର-ପଲାସା ଦୈନିକ ପାସେଞ୍ଜର ଡିଏମୟୁ ଟ୍ରେନରେ ଆସିବାକୁ ଥିବାରୁ ସେଥିରେ ଯିବାକୁ ଅପେକ୍ଷା କରି ରହିଥିବା ଯାତ୍ରୀଙ୍କ ଦୁଘଁଟଣାର ଶିକାର ହୋଇଥିଲେ । ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ୟ ଭାଙ୍ଗିଯାଇଛି । ପୂର୍ବତଟ ରେଳବାଇର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବର୍ତର୍ମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ମିଳିଛି । ଅନ୍ୟପକ୍ଷରେ ଉଦ୍ଧାର କର୍ଯ୍ୟ ଜାରିରହିଥିଲା ବେଳେ ରେଳ ବିଭାଗରେ ଡିଆରଏମ ଓ ରେଳବାଇ ଊଦ୍ଧାରକରୀ ଦଳ, ଜିଲାପ୍ରକାଳ୍ପଅଧିକାରୀ ଅଶୋକକୁମାର ବେହେୁରିଆ, କୋରାଇ ବିଡିଓ ରଞ୍ଜନକୁମାର ପରିଡାଙ୍କ ସମେତ ଜିଲାପ୍ରଶାସନ , ଏସଡିପିଓ ସଞ୍ଜୟକମୁାମର ପ…ନାୟ, କୋରାଇ ଥାନା ଅଧିକାରି ସଂଘମିତ୍ରା ନାୟକ, ବିଶ୍ୱିଜିତ ବିଶ୍ୱାଳ, ବ୍ୟାସନଗର ଥନାଅଧିକାରୀ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ପୁଲିସ ବାହିନୀ ଓଡ୍ରାଫ ଟିମ ପୁଲିସ ଉପସ୍ଥିତି ରହି ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଘଟଣା ସ୍ଥଳେ ଗ୍ରାମ୍ୟଉନ୍ନୟନ ମବୀ ପ୍ରିତିରଂଜନ ଘଡାଇ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସ୍ଥାନୀୟ ବିଧାୟକ ଅଶୋକ କୁମାର ବଳ, ପୂର୍ବତନ ବିଧାୟକ ତଥା ମୋ କଲେଜ’ ଅଧକ୍ଷ ଆକାଶ ଦାସନାୟକ, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ଅଶୋକଦାସ ଫାଉଣ୍ଡେସନରଅ ଅଧ୍ୟକ୍ଷ ଭବପ୍ରକାଶ ଦାସ, ଜିଲାପରିଷଦ ଅଧ୍ୟକ୍ଷ ନଳିନୀପ୍ରଭା ଜେନା, କୋରାଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ଆପରଜିଲା ସଭାପତି ମନୋଜ ମହାନ୍ତି ଆପନେତା ତଥା କୋରାଇର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧରଣୀଧର ଘଡାଇ, ଜିଲାପରିଷଦ ସଭ୍ୟ ଉମାକାନ୍ତ ମାଝୀ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି,ଜିଲାଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତି, ବିଧାୟକ ପ୍ରତିନିଧି ତାରକେଶ୍ୱର ମହାନ୍ତିଙ୍କ ସମେତ ବହୁ ରାଜନେତା, ସମାଜସେବୀ ପ୍ରମୁଖ ପହଂଚି ଉଦ୍ଧାର କାର୍ଯ୍ୟରେ ସଂପର୍କରେ ପଚାରି ବୁଝିଥିଲେ । ଦୁର୍ଘଟଣାରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିବାରୁକୁ ୫ଲକ୍ଷ, ଗୁରୁତର ଆହତଙ୍କୁ ଚିକିତ୍ସା ନିମନ୍ତେ ୧ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୨୫ହଜାର ଟଙ୍କାଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ବେଳେ ରାଜ୍ୟସରକାଙ୍କ ପକ୍ଷରୁ ମୃତାହତ ପରିବାରଙ୍କୁ ୨ଲକ୍ଷଟଙ୍କ ଲେଖାଁଏ ପ୍ରାଦାନ କରାଯିବାକୁ ମୁଖ୍ୟମବୀ ଘୋଷଣା କରିଛନ୍ତି । ଅପରାହ୍ଣରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ମବୀ ପ୍ରମିଳା ମଲିକ, ଆରଡିସି, ଏଡିମ, କୋରାଇ ବିଧାୟକ ଶ୍ରୀ ବଳ, ଜିଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଜେନା ପ୍ରମୁଖ ସାମ୍ବାଦିକ ସ୧ିଳନୀକରି ଦୁର୍ଘଟଣା ଉଦ୍ଧାରାକାର୍ଯ୍ୟ ଓ ବିପନ୍ନଙ୍କୁ ଏବଂ ପରିବାରକୁ ସହାୟତା ପ୍ରଦାନ କରାଯିବାକୁ ସୂଚନା ଦେଇଥିେଲେ । ହେଲେ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ବେଳେ ପ୍ଲାଟଫର୍ମରୁ ଦୁର୍ଘଟଣା ଗ୍ରସ୍ତ ଟ୍ରେକକୁ ହଟାଇ ପରିଷ୍କାର କରିବା ଲାଗି ସର୍ବନିମ୍ନ ୨୦ଘଂଟ ସମୟ ଲାଗିବ ବୋଲି ଡିଆରଏମ ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବିକାଶ ପଥରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ

April 27, 2026
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

ରଥଖଳା ରେ କନ୍ଧମାଳ ରୁ ୨୩ ଖଣ୍ଡ ଧଉରା କାଠ ପହଁଚିଲା

April 28, 2026
ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

ଶନିଶ୍ଚର ମନ୍ଦିରର ୧୪ତମ ବାର୍ଷିକ ଉତ୍ସବ : ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version