୧୮ ନଭେମ୍ବର ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଆଜି ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର, ପୁରୀ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ବାରା ଅlୟୋଜିତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ଯ ସଭ୍ୟl ମାନଙ୍କ ର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ପୁରୀ ଶ୍ରୀମତୀ ସ୍ଵପ୍ନାରାଣୀ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ l ସରକାର ଙ୍କ ସମସ୍ତ ଯୋଜନା ସଫଳତା ସହ ଜିଲ୍ଲାରେ ଯେଭଳି କାର୍ଯ୍ୟକାରୀ ହେବ ସେ ଦିଗରେ ଗୁରୁତ୍ଵ ଦେବା ପାଇଁ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା ମାନଙ୍କୁ କହିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ପୁରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ମହାପାତ୍ର, ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀମତୀ ତୃପ୍ତି ବଡଜେନା ଓ ଜିଲ୍ଲା ର ସମସ୍ତ ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା ମାନେ ଯୋଗଦେଇ ଥିଲେ l