No Result
View All Result
୧୭ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) କଟକ :- ଗୋବିନ୍ଦପୁର ଥାନା ଅଧୀନରେ ଥିବା ଗ୍ରାମ ଗୁଡିକରେ ବାରମ୍ବାର ମେଣ୍ଡା ଏବଂ ଛେଳି ଚୋରଙ୍କ ପାଦ୍ରୁଭାବ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଅଛି । ଜ୍ଞାନପୂର୍ଣ୍ଣ ବେହେରାଙ୍କ ନିବେଦନ କ୍ରମେ ୪ ଟି ଗ୍ରାମପଞ୍ଚାୟତ ଗୋବିନ୍ଦପୁର, ଝାରପଡା, ନୂଆଗାଁ ଓ ନାହାଳପୁରର ଗୋପାଳ ଭାଇମାନେ ଗୋବିନ୍ଦପୁର ମା’ ମଙ୍ଗଳାଙ୍କ ପାଖେ ଏକାଠି ହୋଇଥିଲେ। ମେଣ୍ଡାଛେଳି ଚୋରଙ୍କୁ ଧରିବା, ରାତିରେ ପ୍ରତି ଛକମାନଙ୍କରେ ଗାଡି ଯାଞ୍ଚ କରିବା ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଆଜି ୩ ଦଫା ଦାବିକୁ ଗୋବିନ୍ଦପୁର ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।
ଏଥିରେ କଣ୍ଟାପଡା ବ୍ଲକ ଯାଦବ ସଭାପତି ଅନନ୍ତ ଚରଣ ବେହେରା,ଯୁବ ଯାଦବ ସଭାପତି ବିମାନବିହାରୀ ବେହେରା,ନିରଞ୍ଜନ ବେହେରା,ଶଙ୍କର ବେହେରା,ଦିବାକର ବେହେରା, ରବୀନ୍ଦ୍ର ବେହେରା,ବାବୁ ବେହେରା,ମହେନ୍ଦ୍ର ବେହେରା,ରବି ବେହେରା ହିମାଂଶୁ ବେହେରା,ଧନେଶ୍ୱର ବେହେରା,ବିଶ୍ଵନାଥ ବେହେରା ସୁମନ୍ତ ବେହେରା,ରାଜକିଶୋର ବେହେରା,ମିହିର ବେହେରା
ସୁକାନ୍ତ ବେହେରା,ପ୍ରଶାନ୍ତ ବେହେରା,ମନୋରଞ୍ଜନ ବେହେରା,ସୁକା ବେହେରା,ଘନଶ୍ୟାମ ବେହେରା,କାଳନ୍ଦୀ ବେହେରା ବିବେକାନନ୍ଦ ବାହାଲିଆ ,ପବିତ୍ର ମୋହନ ବେହେରା,ବିଷ୍ଣୁ ଲୋଚନ ବେହେରା ,ସନ୍ତୋଷ କୁମାର ବେହେରାଙ୍କ ସହ ବହୁ ଗୋପାଳ ଭାଇ ମିଳିମିଶି ଦାବି ପ୍ରଦାନ କରିଥିଲେ।


No Result
View All Result