
୧୬ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :- ଲୁଗାଁ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲି. ର ନିର୍ବାଚନ ସରିଯାଇଛି, ଉକ୍ତ ନିର୍ବାଚନ ରେ ୧୫ ଗୋଟି ଭୋଟ ରୁ ବିଜେଡି ୧୦ ଗୋଟି ଭୋଟ ପାଇଁ ବିଜୟ ଲାଭ କରିଛି , ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ତତ୍ୱାବଧାନ ରେ ଏବଂ ସୁସଂଘଠିକା ଶ୍ରୀମତୀ ସ୍ଵାଗତିକା ଜଗଦ୍ଦେବ ଙ୍କ ନେତୃତ୍ୱ ରେ ବାଲୁଗାଁ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲି. ର ସଭାପତି ଭାବେ ଶ୍ରୀମତୀ ସଂଯୁକ୍ତା ସ୍ୱାଇଁ ନିର୍ବାଚିତ ହେଇଛନ୍ତି l
ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା , ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ,ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ବରିଷ୍ଠ ସଂଗଠକ ତଥା କାଉନସିଲର ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁ, ଚିଲିକା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାସ କୁମାର ସୁନ୍ଦରାୟ, ଚିଲିକା ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଉତ୍ପଳ ପାଇକରାୟ, ବାଣପୁର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ,
ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଜୟନ୍ତ ସ୍ୱାଇଁ, ଉପ ନଗରପାଳ ଶ୍ରୀଯୁକ୍ତ ଭଗବାନ ପ୍ରଧାନ,ବରିଷ୍ଠ ସଂଗଠକ ତଥା ଷୋସାଇଟି ସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ପଟ୍ଟନାୟକ, ଡିଜିଟାଲ ସେକ୍ରେଟାରୀ ଶ୍ରୀଯୁକ୍ତ ବଟକୃଷ୍ଣ ପ୍ରଧାନ ଏବଂ ବିଜେଡି ର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଓ ସମ୍ଭାର୍ଦ୍ଧନା ଜଣାଇଥିଲେ,

© 2023 Odisha Taza News.