ଓଡିଶା ତାଜା ନ୍ୟୁଜ୍ (୦୧ ଜୁନ୍, ସୋମବାର) :- ମା’ ଫାଉଣ୍ଡେସନ୍,ନୟାଗଡ,ୱାଡ ନଂ-9 ଵାସିନ୍ଦା ଓ ରାମ ମନ୍ଦିର ସେବା ପରିଷଦର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ କରୋନା ମହାମାରୀ କୋଭିଡ୍-୧୯ ସହ ଲଢେଇ କରି ଆମ ଜୀବନକୁ ରକ୍ଷା କରୁଥିବା ସେ ଯୋଦ୍ଧା ମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟ ରେ ଓଡିଶାର ଜାତୀୟ ସଙ୍ଗୀତ ସାମୁହିକ ଗାନ ସ୍ଥାନୀୟ ରାମ ମନ୍ଦିର ପରିସରରେ, ତ୍ରିନାଥ ଛକ, ନୟାଗଡ଼, ତା. 30 ମଇ,2020,ସମୟ-ଅପରାହ୍ନ 5.00ଟରେ ମା’ଫାଉଣ୍ଡେସନ ର ସଂପାଦକ ରଂଜନ ରଶ୍ମି ଜେନା, ତ୍ରିନାଥ କରୋନା ମହାମାରୀ କୋଭିଡ୍-୧୯ ସହ ଲଢେଇ କରି ଆମ ଜୀବନକୁ ରକ୍ଷା କରୁଥିବା ସେ ଯୋଦ୍ଧା ମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟ ରେ ନ ବଣିକ ସଂଘ ସଭାପତି ଶଙ୍କର୍ଷଣ ଵେହେରା, ଆର୍ଟ ପଏଣ୍ଟ ସଂପାଦକ ବିଜୟାନଂନ୍ଦ ମହାପାତ୍ର,
ଓ ସମାଜସେବୀ ବିପ୍ଳବ ସତ୍ୟସୁନ୍ଦର ଦାସ ଓ ରାମ ମନ୍ଦିର ସେବା ପରିଷଦର ସକ୍ରୀୟ ସଦସ୍ୟ ରଖି ପ୍ରଧାନ(ରଵି ମାମୁଁ) ଭବାନୀ ଶଙ୍କର ଦାଶ(ଗନୁ),ଗୈ। ରି ଶଂକର ପରିଡା(ଵାପି ),,ଗଦାଧର ମାର୍ଥା, ଓ ମନୁ ଭାଇ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇସାରିଛି ।ଉକ୍ତ ସାମୁହିକ ଜାତୀୟ ସଙ୍ଗୀତ ଗାନରେ ନୟାଗଡ଼ ପୈ ।ର ପରିଷଦର ସି. ଓ. ତଥା ୱାର୍ଡ଼ ଅଫିସର ପୁଷ୍ପାଞ୍ଜଳି ମହାନ୍ତି, ୱାରେଣ୍ଟ ଅଫିସର ନାରଣ ନାୟକ, ୱାର୍ଡ଼ ଅଫିସର କୁମାର ସାହୁ, ଶୁଭଶ୍ରୀ ହୋତା, ୱାର୍ଡ଼ ନଂ -9 ବସ୍ତିର ସଂପାଦକ ସୁକାନ୍ତ ବରାଡ ସମେତ ବସ୍ତିର ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ସାମୁହିକ ଜାତୀୟ ସଙ୍ଗୀତ ଗାନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ପରିଶେଷରେ ମା’ଫାଉଣ୍ଡେସନ୍,ନୟାଗଡ ତରଫରୁ ସାଂପ୍ରତିକ କରୋନା ମହାମାରୀ କୋଭିଡ୍-19 ସହ ଲଢେଇ କରି ନୟାଗଡ଼ ପୈ। ର ପରିଷଦ ରେ ଆମ ଜୀବନକୁ ରକ୍ଷା କରୁଥିବା ଯୋଦ୍ଧା ମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇବା ସହ ନିଜ ଜୀବନକୁ ଵିଜ୍ଞାନ ଲଗାଇ, ସମାଜରେ ସାମାଜିକ ସଚେତନତା ସେବା ସହ ସେମାନଙ୍କ ର ସ୍ଵେଚ୍ଛାକୃତ ସଂଗ୍ରାମ ଓ ସେବା ଯୋଗାଇ ଦେଉଥିବା ନୟାଗଡ଼ ପୈ।ର ପରିଷଦ ର ପରିମଳ ଵିଶେଷଞ୍ଗ – ଵିଵେକାନଂଦ ପ୍ରଧାନ ସମେତ 7ଜଣ ସ୍ଵଚ୍ଛ ସାଥୀ -ଶ୍ରୀମତୀ ସସ୍ମିତା ପଟ୍ଟନାୟକ,ଶ୍ରୀମତୀ ମିମି ମିଶ୍ର,ଶ୍ରୀମତୀ ରୁଵିତା ଵେହେ଼ରା, ଶ୍ରୀମତୀ କବିତା ସେଠୀ, ଶ୍ରୀମତୀ ସୁକାନ୍ତି ଲେଙ୍କା, ଶ୍ରୀମତୀ ମାନସୀ ପଟ୍ଟନାୟକ ଏବଂ କବିତା ନରକ ଙ୍କୁ ” କରନା ଯୋଦ୍ଧା ” ସମ୍ମାନ ରେ ସମ୍ମାନିତ କରାଇବା ସହ ସେମାନଙ୍କୁ ମାନପତ୍ର, ସ୍ଵଚ୍ଛ ସାଥୀ ୟୁନିଫର୍ମ ଓ ଉତ୍ତରୀୟ ପ୍ରଦାନ କରଯାଇଥିଲା ! (ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com