ଓଡିଶା ତାଜା ନ୍ୟୁଜ୍ (୩୧ ମଇ,ରବିବାର) ଗୁଜୁରାଟ :- ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ପରେ ଏବେ ଗୁଜୁରାଟରେ ଆଉ ଏକ ବଡ ବାତ୍ୟା ଆସିବା ନେଇ ପାଣିପାଗ ବିଭାଗ କହିଛି । ଏହି ବାତ୍ୟାର ନାମ ଦିଆଯାଇଛି ହିକା । ପାଣିପାଗ ବିଭାଗର କହିବାନୁସାରେ, ହିକା ଜୁନ ୩ରେ ଗୁଜୁରାଟରେ ଲ୍ୟାଣ୍ଡଫଲ୍ କରିପାରେ ।
ଏହି ବାତ୍ୟା ଗୁଜୁରାଟର ଦ୍ୱାରକା ଆଖୋ ଓ ମୋରବୀରେ ଲ୍ୟାଣ୍ଡଫଲ୍ କରିପାରେ । ଏପରିକି କଚ୍ଛରେ ମଧ୍ୟ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଅନ୍ୟ ବାତ୍ୟା ଭଳି ଏହା କଛ ଓ କାଣ୍ଡଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି…!! (ଦୀପ୍ତିମାନ୍ ପତି )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com