ଓଡିଶା ତାଜା ନ୍ୟୁଜ୍ (୩୧ ମଇ,ରବିବାର) ନୟାଗଡ଼ :- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (C.D.M.O)ତଥା ଅତ୍ୟନ୍ତ ଭଦ୍ର ଆଉ ଅମାୟିକ ବ୍ୟକ୍ତି ଭାବେ ଜଣାଶୁଣା ଡାକ୍ତର ଶ୍ୱେତ କୁମାର ମହାପାତ୍ର ଆଜି ସରକାରୀ ଚାକିରୀରୁ କିଛି ସମୟ ପରେ ଅବସର ନେବାକୁ ଯାଉଥିବା ବେଳେ ବର୍ତମାନ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ଭାବେ କାର୍ଯ୍ୟ କରୁଥିବା
ଡାକ୍ତର ସୁଧାଂଶୁ ଶେଖର ଷଡ଼ଙ୍ଗୀ ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ (C.D.M.O) ଭାବେ ଦାୟିତ୍ୱ ରେ ରହିବେ ବୋଲି ଜଣାପଡିଛି ନୂତନ ଭାବେ ନୟାଗଡ ଜିଲ୍ଲା ଭାରପ୍ରାପ୍ତ (C.D.M.O) ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ସୁନାମଧନ୍ୟ ଡାକ୍ତର ସୁଧାଂଶୁ ଶେଖର ଷଡ଼ଙ୍ଗୀ । (ରିପୋର୍ଟ ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com