ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ /ଅଭିମନ୍ୟୁ ମହାରଣା (୩୦ ମଇ, ଶନିବାର ) ବିଧାନସଭା :- ଆଜି ସଂଧ୍ୟା ୫ ଟା ୩୦ ମିନିଟ୍ ସମୟରେ ବାଚସ୍ପତି ଡ଼ଃ .ସୂର୍ଯ୍ୟ ନାରାୟଣ ପାତ୍ର , ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଓ ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ ଙ୍କ ସମେତ ବିଧାନସଭାର ସମସ୍ତ ପଦାଧିକାରୀ ଓ କର୍ମଚାରୀ ସାମାଜିକ ଦୂରତା ରକ୍ଷା ପୂର୍ବକ ବିଧାନସଭା ଅଟ୍ଟାଳିକା ସମ୍ମୁଖ ରେ ‘ବନ୍ଦେ ଉତ୍କଳ ଜନନୀ ‘ ସଂଗୀତ ଗାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ , କୋଭିଡି -୧୯ ଯୋଧ୍ୟା ମାନଙ୍କୁ ଉତ୍ସହିତ କରିବା ସହିତ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ନିମନ୍ତେ ‘ ବନ୍ଦେ ଉତ୍କଳ ଜନନୀ ‘ ଗାନ କରିବା ପାଈଁ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com