No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ପଞ୍ଚମ ଦିବସ ରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ଷ ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ହୋଯାଇଅଛି । ପ୍ରଥମ ପ୍ରଯ୍ୟାୟ ରେ ଗୋଶାଣୀ ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ଗୋଶାଣୀ ବାଳିକା ଟିମ ୨/୧ ପେନାଲଟି ସୁଟ ଓଉଟ ରେ ବିଜେତା ହୋଇଛନ୍ତି, ଏଥିରେ ଅତିଥି ଥିଲେଏସିଫଓ ଅଶୋକ କୁମାର ବେହେରା, ଆସିସଷ୍ଟେନଟ .
କୋଚ ଜିଲ୍ଲା ଟାଇକୋଣ୍ଡ ନାଗେଶ୍ୱର ମହାପାତ୍ର, କୋଚ ମାଷ୍ଟେର କାର୍ତିକ ଚନ୍ଦ୍ର ମହାପାତ୍ର ଦ୍ୱିତୀୟ ପ୍ରଯ୍ୟାୟ ରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ ୮/୦ ରେ କୃତକାର୍ଯ୍ୟ ହୋଇଥିଲା ଏହି ଦ୍ୱତୀୟ ପର୍ଯ୍ୟାୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଓ ମହିଳା ମହାବିଦ୍ୟାଳୟ ର ଅଧକ୍ଷା ଅମ୍ବିକା ଦେବୀ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ଏମ. ଏମ. ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ, ଆଇ. ପି ସୁରେନ୍ଦ୍ର ପାତ୍ର, ମନୋଜ ବେହେରା, ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗ ରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ ଫାଷ୍ଟ ଏଇଡ ବ୍ୟବସ୍ଥା କରିଥିଲେ


No Result
View All Result