• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୁବାଇରେ ଆୟୋଜିତ ଜାଇଟେକ୍ସ ଗ୍ଲୋବାଲ ଇଭେଂଟରେ ଭାଗ ନେଲେ ଓଡ଼ିଶାର ୨୦ଟି ଷ୍ଟାର୍ଟଅପ୍‌

Proprietor Abhimanyu Maharana by Proprietor Abhimanyu Maharana
October 13, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଦୁବାଇରେ ଆୟୋଜିତ ଜାଇଟେକ୍ସ ଗ୍ଲୋବାଲ ଇଭେଂଟରେ ଭାଗ ନେଲେ ଓଡ଼ିଶାର ୨୦ଟି ଷ୍ଟାର୍ଟଅପ୍‌
Share on FacebookShare on TwitterWhatsapp

ଷ୍ଟାର୍ଟଅପ୍ ଓଡ଼ିଶା ହେଉଛି ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ପାର୍ଟିସିପେଟିଙ୍ଗ ପାର୍ଟନର

ଓଡ଼ିଶା ତାଜା ନ୍ୟୁଜ (୧୩ ଅକ୍ଟୋବର ଗୁରୁବାର) ଭୁବନେଶ୍ୱର :- ଷ୍ଟାର୍ଟଅପ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡଃ ଓମକାର ରାୟଙ୍କ ନେତୃତ୍ୱରେ ଓଡ଼ିଶାର ୨୦ଟି ଟେକ୍ ଷ୍ଟାର୍ଟଅପଙ୍କର ଏକ ପ୍ରତିନିଧି ଦଳ ବିଶ୍ୱର ପ୍ରତିଷ୍ଠିତ ଟେକ୍ ଓ ଷ୍ଟାର୍ଟଅପ ଇଭେଂଟ, ଜାଇଟେକ୍ସ ଗ୍ଲୋବାଲ ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ଦୁବାଇରେ ପହଂଚିଛନ୍ତି । ଏହି ଇଭେଂଟ ଚଳିତ ଅକ୍ଟୋବର ୧୦ ତାରିଖରୁ ଦୁବାଇର ୱାର୍ଲଡ ଟ୍ରେଡ ସେଂଟର ଠାରେ ଆୟୋଜିତ ହେଉଛି । ଏହି ବିଶ୍ୱସ୍ତରୀୟ ଇଭେଂଟରେ ଓଡ଼ିଶା ସରାକରଙ୍କ ଷ୍ଟାର୍ଟଅପ ଓଡ଼ିଶା ଏକ ପାର୍ଟିସିପେଟିଙ୍ଗ ପାର୍ଟନର ଭାବେ ଅଂଶଗ୍ରହଣ କରିଛି । ଜାଇଟେକ୍ସରେ ଓଡ଼ିଶାର ଏହି ଷ୍ଟାର୍ଟଅପଗୁଡ଼ିକ ନିଜର ଉତ୍ପାଦଗୁଡ଼ିକର ପ୍ରଦର୍ଶନ କରିବା ସହିତ ବିଶ୍ୱ ପ୍ରଯୁକ୍ତି ବଜାରଗୁଡ଼ିକ ସହିତ ଯୋଡ଼ି ହେବେ ।

ଏଡ୍‌ଟେକ, ଏନଏଫ୍‌ଟି, ଏଂଟରପ୍ରାଇଜ ଟେକ୍‌, ଆଇଓଟି(ଇଂଟରନେଟ ଅଫ୍ ଥିଙ୍ଗ୍‌ସ), ସ୍ୱାସ୍ଥ୍ୟ ଟେକ୍ନୋଲୋଜି, ଇକମର୍ସ, ବୈଦ୍ୟୁତିକ ଯାନ, ଫିନ୍‌ଟେକ, ରୋବୋଟିକ୍ସ, ଏଆଇ/ଏମ୍‌ଏଲ ଏବଂ କଞ୍ଜ୍ୟୁମର ଟେକ୍ ଭଳି କ୍ଷେତ୍ରରୁ ଆସିଥିବା ଓଡ଼ିଶା ଭିତିକ ଷ୍ଟାର୍ଟଅପଗୁଡ଼ିକ ‘ନର୍ଥ ଷ୍ଟାର ୨୦୨୨’ରେ ଯୋଗ ଦେବା ପାଇଁ ସେଠାରେ ଉପସ୍ଥିତ ରହିଛନ୍ତି, ଯାହାକି ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ଏକ ଅଂଶ । ଏହି ପ୍ରତିନିଧି ଦଳ ତାଜ ଦୁବାଇ, ବିଜନେସ ଡେ ୟୁଏଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ ଷ୍ଟାର୍ଟଅପ୍ କନଫ୍ଲୁଏନ୍ସ ୨୦୨୨’ରେ ମଧ୍ୟ ଯୋଗ ଦେବ । ଏହି ବୈଠକ ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକୁ, ୟୁଏଇର ଷ୍ଟାର୍ଟଅପ୍ ଏବଂ ମଧ୍ୟ ପୂର୍ବ-ଆଧାରିତ ବୃହତ ଇକୋସିଷ୍ଟମ ଷ୍ଟେକହୋଲଡରଙ୍କ ସହ ଯୋଡ଼ି ହେବା ଲାଗି ଏକ ସୁଯୋଗ ପ୍ରଦାନ କରୁଛି ।

ଏହି ପ୍ରତିନିଧି ଦଳ ଶରଜାହ ରିସର୍ଜ ଇନୋଭେସନ ଏବଂ ଟେକ୍ନୋଲୋଜି ପାର୍କ(ଏସଆରଆଇଟିପି) ର ପରିଦର୍ଶନ ମଧ୍ୟ କରିବେ । ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡା ଓମକାର ରାୟ କହିଛନ୍ତିଯେ ଜାଇଟେକ୍ସ ଗ୍ଲୋବାଲ ୨୦୨୨ ବିଶ୍ୱର ସର୍ବବୃହତ ଟେକ୍ ଇଭେଂଟ ଭାବେ ଉଭା ହୋଇଛି ଯାହାକି ବିଭିନ୍ନ ଷ୍ଟେକହୋଲଡରମାନଙ୍କୁ ଗୋଟିଏ ପ୍ଲାଟଫର୍ମ ଅଧିନରେ ନେଇ ଆସିଛି । ଏଭଳି ଏକ ଫୋରମରେ ଓଡ଼ିଶାର ସ୍ୱୀକୃତି ବୃଦ୍ଧି ପାଇବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ଏବଂ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ରାଜ୍ୟର ସଫଳତା ପ୍ରତି ଏକ ପ୍ରମାଣ । ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ଜାଇଟେକ୍ସ ଗ୍ଲୋବାଲ ୨୦୨୨ ଅଭିନବ ଉତ୍ପାଦ, ଟେକ୍ନୋଲୋଜି ଦକ୍ଷତା ଏବଂ ସ୍ଥାୟୀ ଚିନ୍ତାଧାରାର ପ୍ରଦର୍ଶନ ଦ୍ୱାରା ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକୁ ବ୍ୟବସାୟ ଏବଂ ନିବେଶ ସୁଯୋଗର ଅନୁସନ୍ଧାନ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଯୋଗାଇଦେବ ।

ସେ ଆହୁରି ମଧ୍ୟ କହିଛନ୍ତିଯେ, “ଏଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସାରା ବିଶ୍ୱର ଦର୍ଶକମାନଙ୍କୁ ଓଡ଼ିଶା ଯୋଗାଇଦେଉଥିବା ସମ୍ଭାବନା ତଥା ସୁଯୋଗଗୁଡ଼ିକୁ ଆଲୋକିତ କରିବା ଲାଗି ଆମକୁ ଏକ ମଂଚ ପ୍ରଦାନ କରିଛି ।” ଜାଇଟେକ୍ସ ଗ୍ଲୋବାଲ ୨୦୨୨ରେ ୫୦୦୦ ପ୍ରଦର୍ଶକ ଅଂଶଗ୍ରହଣ କରିଛନ୍ତି ଯାହାକି ପ୍ରତିଶ୍ରୁତି ଏବଂ ସୁଯୋଗରେ ପରିପୂର୍ଣ୍ଣ ଏକ ନୂଆ ଦୁନିଆର ପ୍ରଦର୍ଶନ କରୁଛି । ଜାଇଟେକ୍ସ ଗ୍ଲୋବାଲ ୨୦୨୨ର ଏହି ୪୨ତମ ସଂସ୍କରଣରେ ସବୁଠାରୁ ଅତ୍ୟାଧୁନିକ କମ୍ପାନୀ ଏବଂ ଜ୍ଞାନର ସମିଶ୍ରଣ ଦେଖିବାକୁ ମିଳିବ, ଯାହା ୬ଜି ର ଉତ୍କୃଷ୍ଟ ଶକ୍ତି ଠାରୁ ଆରମ୍ଭ କରି ମେଟାଭର୍ସର ବିଶାଳ ଭର୍ଚୁଆଲ ବ୍ୟବସାୟ ଇକୋସିଷ୍ଟମର ଗଭୀରତା ପର୍ଯ୍ୟନ୍ତ ପ୍ରବେଶ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version