ଓଡିଶା ତାଜା ନ୍ୟୁଜ୍ (୨୯ମେ ୨୦୨୦ ଶୁକ୍ରବାର) ଗଜପତି : – ପାରଳଖେମୁଣ୍ଡି ,ଗଜପତି,ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ଗୋସାଣି ନୂଆଗାଁ ଥାନା ଅନ୍ତର୍ଗତ ପାଣିଗ୍ରାହୀ ସାହି ରେ ଅଗ୍ନି ଖଣ୍ଡ ଘଟି ବିଜେଡି ର ବରିଷ୍ଟ ନେତା ତଥା ବିସିସି ସଭାପତି ଅଲେଖ ଚୌଧୁରୀ ଙ୍କ ସମେତ ୨ ମୃତ୍ୟୁ ,ଘଟଣା ଜାଣିବାକୁ ମିଳୁଛି ଯେ ରାତ୍ର ପ୍ରାୟ 2ଘଣ୍ଟା 15 ସମୟ ରେ ଘରେ ଲାଗିଥିବା ଏସି ର ବିଦ୍ୟୁତ ସଟ ସରିକଟ ଯୋଗୁ ନିଆଁ ଲାଗିଯାଇଥିଲା ଏହା ଦେଖି ଅଲେଖ ଚୌଧୁରୀ ପ୍ରଥମେ ନିଜ ସ୍ତ୍ରୀ ଙ୍କୁ ପଦାକୁ ଆଣିଥିଲେ ପରେ ତାଙ୍କର ଶଳା ଭାଗିରଥି ପାତ୍ର (80 ବର୍ଷ ),
ଘରେ କାମକରୁଥିବା ଯୁବକ ସୁନୀଲ ବେହେରା (19ବର୍ଷ ) 2 ଜଣ ଙ୍କୁ ଉଦ୍ଧାର କରିବାକୁ ଯାଇ ପଦାକୁ ଆସିନପରି ଶ୍ୱାସରୁଦ ହୋଇଥିଲା 3 ଜଣକ ମୃତ୍ୟୁ ହୋଇଥିଲା ସାଙ୍ଗେ ସାଙ୍ଗେ ବ୍ରହ୍ମପୁର mkcg କୁ ନିଆଯାଇଥିଲା ସେଠାରେ ଡାକ୍ତର ମୁର୍ତ୍ୟୁ ଘୋଷଣା କରିଥିଲେ.,ଏହି ଘଟଣା ରେ ବ୍ରହ୍ମପୁର ସହର ରେ ଶୋକ ର ଛାୟା ଖେଳିଯାଇଛି ବ୍ରହ୍ମପୁର ସାସଂଦ ଶ୍ରୀ ଚନ୍ଦ୍ରଶେଖର ସାହୁ. ବିଧାୟକ ବିକ୍ରମ ପଣ୍ଡା. ବହୁ ବିଜେଡି., କଂଗ୍ରେସ ନେତା ତାଙ୍କର ଶେଷ ଦର୍ଶନ କରି ଅଲେଖ ଚୌଧୁରୀ ଙ୍କ ଶେଷ ଦର୍ଶନ କରିଥିଲେ, (ରିପୋର୍ଟ୍ :-ଗରୁଡ଼ ଧ୍ୱଜ ଚୌଧୁରୀ)
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com