• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୨୯ମେ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
May 29, 2020
in Uncategorized, ଓଡ଼ିଶା, ରାଜନୀତି, ହୋମ୍
0
୨୯ମେ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍‌ (୨୯ମେ ୨୦୨୦ ଶୁକ୍ରବାର) ଭୁବନେଶ୍ୱର : – ମେଷ ରାଶି – ଯଦି ଆପଣ ଚାକିରୀ କରୁଛନ୍ତି, ତେବେ ଆଜି ଆପଣଙ୍କୁ ଅନେକ କଠିନ ପରିସ୍ଥିତି ର ସାମ୍ନା କରିବା ପାଇଁ ପଡ଼ିବ। ଶତ୍ରୁ ପରାଜିତ ହେବେ। ପ୍ରେମ ସମ୍ବନ୍ଧ ମାମଲାରେ ଭାଗ୍ୟଶାଳୀ ରହିବେ। ଆଜି ଆପଣଙ୍କ ହାତରେ କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ। ମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟାପାରରେ ଭାଗିଦାରୀ ରେ ସମ୍ଭାଳି ଚାଲନ୍ତୁ। ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ।

ବୃଷ ରାଶି –
ଆପଣ କିଛି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ମିତ୍ରତା ସ୍ଥାପନ କରିବା, ଆପଣଙ୍କ ପାଇଁ ଲାଭଦାୟକ ରହିବ। ପ୍ରେମ ସମ୍ବନ୍ଧ ରେ ଭାଗ୍ୟଶାଳୀ ରହିବେ। ସାମାଜିକ ରୂପରେ ଅପମାନିତ ହୋଇ ପାରନ୍ତି, ଏଥିପ୍ରତି ଧ୍ୟାନ ଦିଅନ୍ତୁ। କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଖର୍ଚ୍ଚ କରିବା ମାମଲାରେ ନିଜ ମନକୁ ନିୟନ୍ତ୍ରଣ କରନ୍ତୁ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ଶାନ୍ତି ବିରାଜମାନ କରିବ।

ମିଥୁନ ରାଶି –
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିଛି। ବିତ୍ତିୟ ସ୍ଥିତିରେ ସୁଧାର ଆସିବ। ଜମିବାଡ଼ି ସମ୍ବନ୍ଧିତ ସମସ୍ୟା ର ସମାଧାନ ଆପଣଙ୍କ ଦ୍ଵାରା ସମ୍ଭବ ହେବ। ରାଜନୈତିକ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଟି ଅନୁକୂଳ ରହିଛି। ଆଜିର ଦିନଟି ରୋମଞ୍ଚକ ରହିବ। ସର୍ବଦା ଗାୟତ୍ରୀ ମନ୍ତ୍ର ର ଜପ କରନ୍ତୁ, ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ଶାନ୍ତି ବିରାଜମାନ କରିବ।

କର୍କଟ ରାଶି –
କୌଣସି ଅପରିଚିତ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଭରସା କରନ୍ତୁ ନାହିଁ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ରହିବ। ନୂତନ କାର୍ଯ୍ୟର ଆରମ୍ଭ ଆପଣ କରି ପାରିବେ। ଉଚିତ ସମୟରେ ଖିଆପିଆ କରନ୍ତୁ, ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ। ବ୍ୟବସାୟ ରୁ ଉଚ୍ଚ ଅଧିକାରୀଙ୍କ ଠାରୁ ପରାମର୍ଶ ଓ ପ୍ରୋତ୍ସାହନ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ।

ସିଂହ ରାଶି –
ଆଜିର ଦିନଟି ସାଧାରଣରେ ଅତିବାହିତ ହେବ। ପ୍ରତିଦ୍ବନ୍ଦୀ ଓ ପ୍ରତିଯୋଗୀ ଆପଣଙ୍କର କୌଣସି କ୍ଷତି ପହଞ୍ଚାଇ ପାରିବେ ନାହିଁ। ରଚନାତ୍ମକ ଓ କଳାତ୍ମକ କ୍ଷେତ୍ରରେ ରୁଚି ବଢ଼ିବ। ଆର୍ଥିକ ଯୋଜନା କୁ ନେଇ ବିଚାର କରିବେ। ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଆନନ୍ଦିତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

କନ୍ୟା ରାଶି –
ଆଜି ଆପଣଙ୍କର ସତ୍ତା ସହିତ ଜଡିତ ଲୋକଙ୍କ ସହିତ ସମ୍ବନ୍ଧରେ ପ୍ରଗାଢ ତା ଆସିବ। ନକାରାତ୍ମକ ବିଚାର ଠାରୁ ଦୂରରେ ରହିବ। ଭୁଲ ବୁଝାମଣା ପରିସ୍ଥିତି ସୃଷ୍ଟି ହୋଇପାରେ। ଅଧିକାରୀ ମାନଙ୍କ ସହିତ ବାଦବିବାଦ ରୁ ଦୂରେଇ ରୁହନ୍ତୁ। ନୂତନ ରୋଜଗାର ପନ୍ଥା ଆପଣେଇବାକୁ ପ୍ରୟାସ କରନ୍ତୁ। ଭୌତିକ ବସ୍ତୁ ରେ ଖର୍ଚ୍ଚ କରି ପାରନ୍ତି।

ତୁଳା ରାଶି –
ପରିବାର ସଦସ୍ୟଙ୍କ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରନ୍ତୁ। ଭାଗ୍ୟ ଏବଂ ଆପଣଙ୍କ ପ୍ରୟାସ କାରଣରୁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବ। କୌଣସି ବ୍ୟକ୍ତିଙ୍କ ଫାଲତୁ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଅସାମଞ୍ଜସ୍ୟ ସ୍ଥିତି ଆପଣଙ୍କୁ ଆଗକୁ ବଢିବା ପାଇଁ ରୋକି ପାରେ। ନିଜ ଉପରେ ଭରସା ରଖନ୍ତୁ।

ବିଛା ରାଶି –
ଆଜିର ଦିନଟି ସାଧାରଣରେ ଅତିବାହିତ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିସ୍ଥିତି ରେ ସାମ୍ନା କରିବାକୁ ପଡିପାରେ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ଉଗ୍ର ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଆକସ୍ମିକ ଧନଲାଭ ହୋଇପାରେ। କୌଣସି ନୂତନ ଯୋଜନାକୁ ସଫଳ କରିବା ପାଇଁ ଆପଣ କଠିନ ପ୍ରୟାସ କରିବେ।

ଧନୁ ରାଶି –
ନୂତନ ଚାକିରୀ ପ୍ରାପ୍ତ ହେବ। କୌଣସି ସ୍ଥାନରୁ ଶୁଭ ସମାଚାର ପ୍ରାପ୍ତ ହେବ। ଭାବନା ରେ ପଡି ଆପଣ ଭୁଲ ସଙ୍ଗତ ରେ ପଡନ୍ତୁ ନାହିଁ। ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ କରନ୍ତୁ। ସମ୍ପର୍କୀୟଙ୍କ ସହିତ ଆନନ୍ଦରେ ସମୟ ଅତିବାହିତ କରିବେ। ଆପଣ ନିଜର ଆବଶ୍ୟକତାକୁ ନେଇ ସ୍ପଷ୍ଟବାଦୀ ରୁହନ୍ତୁ। କଠିନ ପରିଶ୍ରମ ପରେ ଉଚିତ ପରିଣାମ ନମିଳିବା କାରଣରୁ ଆପଣଙ୍କ ମନ ଦୁଃଖ ହୋଇପାରେ। ଚର୍ଚ୍ଚା ଓ ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମକର ରାଶି –
ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ପାରିବାରିକ ବାତାବରଣ ସୁଖମୟ ରହିବ। ପ୍ରେମୀ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେବେ। ସମାଜ କଲ୍ୟାଣ କାର୍ଯ୍ୟରେ ଆପଣ ଉତ୍ସାହ ପୂର୍ବକ ଭାଗ ନେବେ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଚାକିରିଆ ମାନଙ୍କୁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଭଗବାନ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ, ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ।

କୁମ୍ଭ ରାଶି –
ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଭରପୂର ଉତ୍ସାହ ଓ ରଚନାତ୍ମକତା ଆପଣଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ଏହାଦ୍ବାରା ଆପଣ ବିବାଦ ଠାରୁ ଦୂରେଇ ରହିବେ। ଛାନିଆ ରେ ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ, ଅନ୍ୟଥା ଆପଣଙ୍କୁ ଅସୁବିଧା ହୋଇପାରେ। ପେଟ ବ୍ୟଥା ସମ୍ଭାବନା ରହିଛି। ଆପଣଙ୍କୁ ଆରାମ ର ଆବଶ୍ୟକତା ରହିଛି। ଆର୍ଥିକ ସମସ୍ୟା ଦୂର ହେବ।

ମୀନ ରାଶି –
ଆଜି ଝଗଡ଼ା ଓ ବିବାଦ ରୁ ଦୂରେଇ ରୁହନ୍ତୁ। ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ପାରିବାରିକ ଜୀବନ ସାମାନ୍ୟ ରହିବ। ଆପଣ ସମ୍ପତ୍ତି ନିବେଶ କରିବେ ଏବଂ ଯାନ କିଣି ପାରନ୍ତି। ସ୍ୱଭାବରେ କଠୋରତା ପ୍ରଦର୍ଶନ କରନ୍ତୁ ନାହିଁ। ଧର୍ଯ୍ୟ ରଖନ୍ତୁ ସବୁ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version