ଓଡିଶା ତାଜା ନ୍ୟୁଜ୍ , (୨୮ ମେ ୨୦୨୦ ଗୁରୁବାର ) ଭୁବନେଶ୍ୱର ପୁଲିସ କମିଶନର :- କରୋନା ଭାଇରସ ମୁକାବିଲା ପାଈଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡି-୧୯ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ପାଈଁ ଭୁବନେଶ୍ୱର କମିଶନରେଟ ପୁଲିସ କମିଶନର ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରୋନ୍ ଖଞ୍ଜିବାକୁ ନିଷ୍ପତି ନେଇଛି ।
ପୁଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏହି ସୁଚନା ଦେଇଛନ୍ତି । ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି , ରାଜଧାନୀ ରେ ଲୋକଙ୍କୁ ସାମାଜିକ ଦୂରତା କୁ କଡ଼ାକଡି ପାଳନ କରିବାକୁ ହେବ ଏଥିପାଇଁ ଟିମ ମୁତୟନ ହେବ ଏମାନେ ବଜାର ମୁଖ୍ୟ ରାସ୍ତା ଉପରେ ନଜର ରଖିବେ କୋଭିଡି-୧୯ ନିୟମ କୁ ଅମାନିତ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିବେ କହିଛନ୍ତି ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ।
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com