• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆସନ୍ତୁ ଜାଣିବା : ଗରୁଡ ପୁରାଣ ଅନୁସାରେ କେଉଁ ପ୍ରକାରର ଆତ୍ମାକୁ – ଯମଲୋକ ଯିବାକୁପଡେ

Proprietor Abhimanyu Maharana by Proprietor Abhimanyu Maharana
August 22, 2022
in ଓଡ଼ିଶା, ମହାନଗର, ହୋମ୍
0
ଆସନ୍ତୁ ଜାଣିବା : ଗରୁଡ ପୁରାଣ ଅନୁସାରେ କେଉଁ ପ୍ରକାରର ଆତ୍ମାକୁ – ଯମଲୋକ ଯିବାକୁପଡେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଗରୁଡ ପୁରାଣ ରେ ମୃତ୍ୟୁ ଲୋକର ସମସ୍ତ ରହସ୍ୟ ଲେଖା ହୋଇ ରହିଛି । ଏହା ଏକ ଏମିତି ପୁରାଣ ଯେଉଁଥିରେ ମଣିଷର ମୃତ୍ୟୁ ପରେ ଆତ୍ମା ସଙ୍ଗେ କଣ ହୋଇଥାଏ ଓ ସେ କୁଆଡେ ଯାଏ ଏବଂ କେଉଁ ପ୍ରକାରର ଆତ୍ମାକୁ ଯମଲୋକ ଯିବାକୁପଡେ ତାହା ବର୍ଣ୍ଣିତ ଏହିଥିରେ । ଏମତି କହିବାକୁ ଗଲେ ମୃତ୍ୟୁ ପରେ ଆତ୍ମା ର ସମ୍ପୂର୍ଣ୍ଣ ଯାତ୍ରା ବିଷୟରେ ଏହି ପୁରାଣରେ କୁହାଯାଇଛି । ଏହି ପୁରାଣ ରେ କୁହାଯାଇଛି କି ଯେଉଁ ଆତ୍ମା ପାପ କରିଥାନ୍ତି ତାଙ୍କୁ କେଉଁ ପ୍ରକାରର ଶାସ୍ତି ଦିଆଯାଇଥାଏ । ଆଜି ଆମେ ଜାଣିବା କି ଗରୁଡ ପୁରାଣ ଅନୁସାରେ ଯମାଲୋକ କିପ୍ରରି ଓ ଏଠାରେ କଣ ହୁଏ ।

ଗରୁଡ ପୁରାଣରେ ଉଲ୍ଲେଖ ଅଛି କି ଯମପୁରୀ ବିଜୁଳି ଭଳିଆ ଚମକେ । ଭଗବାନ ବିଷ୍ଣୁ ଜମଲୋକ ବ୍ୟଖ୍ୟା କରିବାକୁ ଯାଇକହିଛନ୍ତି ଯେ କି ଯମ ଲୋକ ଭବନ ର ଚମକ ସ୍ୱର୍ଣ୍ଣ ପରି ଅଟେ । ଏହିଠି ଏକ ଆକର୍ଷିତ ସିଂହାସନ ଅଛି ଯେଇଁଠି ସ୍ୱୟଂ ଯମରାଜା ବିରାଜମାନ କରନ୍ତି ଏବଂ ଅନେକ ଗନ୍ଧର୍ବ ଓ ଅପସରା ତାଙ୍କ ସେବା ପାଇଁ ଉପସ୍ଥିତ ଥାନ୍ତି । ଏଠି ଯମରାଜା ଙ୍କର ସଭା ବି ଲାଗେ । ଏଠାରେ କେବଳ ଧର୍ମ ରେ ଚାଲୁଥିଲା ଲୋକ ହିଁ ପ୍ରବେଶ କରିପାରନ୍ତି । ଯମପୁରୀ ମଝିରେ ଚିତ୍ରଗୁପ୍ତ ଙ୍କ ଭବନ ରହିଅଛି ।

ବାସ୍ତବରେ ଯମଲୋକ କୁ ଖରାପ ଆତ୍ମା ନେଇଯାଇଥାନ୍ତି । ଯମଲୋକ ରେ ଯମ ବାସ କରନ୍ତି । ଯିଏ ଭଲ କାମ କରିଥାନ୍ତି ଯେପରିକି ଦୟା,ଦାନ ,ଧର୍ମ ସେ ସ୍ୱର୍ଗ ଲୋକର ପ୍ରାପ୍ତି । ଯେତେବେଳେ ପାପୀ ଲୋକର ମରିବାର ପାଖେଇ ଆସେ ସେତେବେଳେ ଯମଲୋକ ଦୂତ ଯାଇକି ନେଇଆଶନ୍ତି । ଆଣିବା ବାଟରେ ବହୁତ କଷ୍ଟ ଦେଇଥାନ୍ତି । ଏହା ଅର୍ଥ ମରିଗଲା ପାପୀ ମାନଙ୍କୁ ପ୍ରତାରଣା ମିଳିବା ଆରମ୍ଭ ହୋଇଯାଏ । ଆତ୍ମା କୁ ରାହ ପ୍ରଦାନ କରିଲାଭଳି କିଛି ବସ୍ତୁ ରାସ୍ତା ଉପରେ ମିଳେନାହିଁ । ଏହି ରାସ୍ତାରେ ଭୟଙ୍କର ଗରମ ହୋଇଥାଏ ଏବଂ ପାଣି ନଥାଏ କି ଗଛ ର ଛାୟି ମଧ୍ୟ ନଥାଏ ।

ରାସ୍ତାରେ ମିଳୁଥିବା ପ୍ରତାରଣା ପାଇଁ ଆତ୍ମା ତାଙ୍କ ପରିଜନ ମାନଙ୍କୁ ବହୁତ ମନେ ପକେଇଥାନ୍ତି । ଏହି କଷ୍ଟ ସହି ସହି ସେମାନେ ଯମଲୋକରେ ପହଞ୍ଚନ୍ତି । ଆସନ୍ତୁ ଏବେ ଜାଣିବା ଗରୁଡ ପୁରାଣ ଅନୁସାରେ ଯମଲୋକ କିପରି । ଯମଲୋକ ୮୬୦୦ ଯୋଜନା କ୍ଷେତ୍ରଫଳ ରେ ରହିଅଛି । ଯମଲୋକ ର ୪ଟି ଦ୍ଵାରା ରହିଅଛି । ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ରେ ଯମପୁରୀ ଅଛି । ଯମପୁରୀ ରେ କବାଟ ଏତେ ଶକ୍ତିଶାଳୀ ଅଟେ କି ୟାକୁ ଭେଦ କରିବା ଅସମ୍ଭବ ଅଟେ ଏବଂ ଏଠାରେ ଯମ ଙ୍କ ବିନା ଦେବତା ବି ପ୍ରବେଶ କରିପାରନ୍ତି ନାହିଁ । ଯମପୁରୀରେ ଯମ ରାଜା ଙ୍କ ସହିତ ତାଙ୍କ ସବୁ ଦୁତ ଙ୍କ ନିବାସ ସ୍ଥାନ ରହିଅଛି । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼

June 30, 2026
ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର

June 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Historic Milestone : Dhamra Port Sets Double National Record in Dry Bulk Cargo

ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା

June 30, 2026
Historic Milestone : Dhamra Port Sets Double National Record in Dry Bulk Cargo

Historic Milestone : Dhamra Port Sets Double National Record in Dry Bulk Cargo

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version