• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
August 21, 2022
in ଓଡ଼ିଶା, କଟକ, ବାଣିଜ୍ୟ, ହୋମ୍
0
ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) କଟକ :- ରାଜ୍ୟର ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାତା ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏଡବ୍ଲ୍ୟୁଆର୍ ସର୍ଜନ୍‌ସ କମ୍ୟୁନିଟି ସମର୍ଥନରେ ହାର୍‌ନିଆ ସର୍ଜିକାଲ କେୟାର ଉପରେ ଏକ ଦୁଇଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୂର୍ବାଂଚଳ ଭାରତରୁ ପ୍ରାୟ ୧୫୦ରୁ ଅଧିକ ସର୍ଜନଙ୍କ ଅଂଶଗ୍ରହଣ ସହିତ ଅଗଷ୍ଟ ୨୦ ଓ ୨୧ ତାରିଖରେ ଶାନ୍ତି ମେମୋରିଆଲ ହସ୍ପିଟାଲଠାରେ କଟକରେ ଏକ ଲାଇଭ୍ ଅପରେଟିଭ୍ ସର୍ଜରୀ କନ୍‌ଫରେନ୍ସ ଆୟୋଜିତ ହେବ । ଏହି କନ୍‌ଫରେନ୍ସରେ ନ୍ୟାସ୍‌ନାଲ ଫ୍ୟାକ୍‌ଲଟିଙ୍କର ଏକ ଗ୍ରୁପ୍ ମଧ୍ୟ ଅଂଶଗ୍ରହଣ କରିବେ । ଏହି କନ୍‌ଫରେନ୍ସ ଲାପାରୋସ୍କୋପିକ୍‌, ଓପନ୍ ଓ ରୋବୋଟିକ୍ ହାର୍ନିଆ ସର୍ଜରୀକୁ କଭର କରୁଥିବା ସରଳରୁ ଜଟିଳ, ୧୪ଟି ଭିନ୍ନ ଭିନ୍ନ ଅପରେଶନ ପ୍ରଦର୍ଶନ କରିବ । ଏଠାରେ କନ୍‌ଫରେନ୍ସ ସ୍ଥାନକୁ ଏହି ସର୍ଜରୀଗୁଡିକର ଲାଇଭ୍ ଟ୍ରାନ୍ସମିଶନ କରାଯିବ । ଏହାଛଡା କନ୍‌ଫରେନ୍ସରେ ଭିନ୍ନ ଭିନ୍ନ ସର୍ଜିକାଲ ପଦ୍ଧତିଗୁଡିକ ଉପରେ ମଧ୍ୟ ଆଲୋଚନା ହେବ ।

ଆଧୁନିକ ହାର୍ନିଆ ସର୍ଜରୀକୁ ଏବେ ଆବ୍‌ଡୋମିନାଲ ୱାଲ୍ ରିକନ୍‌ଷ୍ଟ୍ରକ୍‌ଶନ (ଏଡବ୍ଲ୍ୟୁଆର୍‌) କୁହାଯାଉଥିବା ଏକ ଏମର୍ଜିଙ୍ଗ ସ୍ପେଶିଆଲିଟି ଭାବେ ବିବେଚନା କରାଯାଉଛି । ରମଣ ଏଡବ୍ଲ୍ୟୁଆର୍ ସର୍ଜନସ୍ କମ୍ୟୁନିଟି ସ୍ଥାପନ କରିଥିଲେ ଯାହା ସମସ୍ତ ପ୍ରକାରର ହାର୍ନିଆର ଚିକିତ୍ସା , ବିଶେଷ କରି ସବୁଠାରୁ କଷ୍ଟକର ଓ ବଡ ଆକାରଗୁଡିକ ପାଇଁ ନୂତନ ଓ ଅଧିକ ଆଧୁନିକ ପଦ୍ଧତିଗୁଡିକୁ ପ୍ରଶିକ୍ଷଣ ଓ ପ୍ରସାର କରିବାରେ ଯାହାଯ୍ୟ କରିଛି । ଭାରତରେ ୨୦,୦୦୦ରୁ ଅଧିକ ସର୍ଜନ ଗତ ୫ ବର୍ଷ ମଧ୍ୟରେ ପ୍ରଶିକ୍ଷିତ ହୋଇଛନ୍ତି ଏବଂ ଭାରତରେ ରୋଗୀମାନେ ବର୍ଦ୍ଧିତ ରୂପେ ୟଏସ ଭଳି ଏହି ସ୍ଥିତି ପାଇଁ ହାଇ ଏଣ୍ଡ୍ ମିନିମାଲି ଇନ୍‌ଭାସିଭ୍ ସର୍ଜିକାଲ କେୟାର ପାଇଁ ପହଂଚ ପାଇପାରୁଛନ୍ତି । ହାର୍ନିଆ ସର୍ଜରୀ ପାଇଁ ଆଧୁନିକ ପଦ୍ଧତିଗୁଡିକରେ ଓପନ୍‌, ଲାପାରୋସ୍କୋପିକ୍ ଓ ରୋବୋଟିକ୍ ପ୍ଲାଟ୍‌ଫର୍ମ ସାମିଲ ରହିଛି ।

ଡଃ ଶ୍ରୀଜୟ ପଟ୍ଟନାୟକ ଗତବର୍ଷ ନିଜ ହସ୍ପିଟାଲରେ ଏକ ସିଏମ୍‌ଆର୍ ସର୍ଜିକାଲ ରୋବଟ ଇନ୍‌ଷ୍ଟଲ୍ କରିଥିଲେ, ଯାହା ପ୍ରଥମ ଥର ପାଇଁ ଓଡିଶାରେ ରୋବୋଟିକ୍ ସର୍ଜରୀଗୁଡିକ ପାଇଁ ସୁଯୋଗକୁ ଉନ୍ମୁକ୍ତ କରିଛି । ସେ କହିଛନ୍ତି, ‘ ରୋଗୀମାନେ ପ୍ରାୟତଃ ଯନ୍ତ୍ରଣା-ମୁକ୍ତ ରିକଭରି ଓ ସର୍ବନିମ୍ନ ଦାଗ ସହିତ ଖୁବ୍ ଖୁସି ଅଛନ୍ତି । ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି ଉଚିତ ମୂଲ୍ୟ ଦେଉଛି । ମୁଁ ନିଶ୍ଚିତ ଯେ, ରୋଗୀମାନେ ଓ ସର୍ଜନମାନେ ହାର୍ନିଆ ସର୍ଜିକାଲ କେୟାରରେ ଏହି ଆଦର୍ଶ ବିକାଶ ପ୍ରତି ସକାରାତ୍ମକ ପ୍ରତିକ୍ରିୟା ଦେବେ ।’ ଇଭେଂଟ୍ ସମ୍ପର୍କରେ ମତ ରଖି, ଶାନ୍ତି ମେମୋରିଆଲ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଓ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡଃ ସି ଆର୍ ଦାସ କହିଛନ୍ତି, “ଏଡବ୍ଲ୍ୟୁଆର୍‌ର କ୍ଷେତ୍ର କୋଲ୍‌କାତା, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରଗୁଡିକରେ ସୁପ୍ରତିଷ୍ଠିତ ହୋଇପାରିଥିବା ବେଳେ ଓଡିଶାରେ ଏବେ ବି ଏହାକୁ ଗ୍ରହଣ କରାଯାଇନାହିଁ ।

ମୁଁ ଗର୍ବ ଅନୁଭବ କରୁଛି ଯେ, ଆମେ ଏଡବ୍ଲ୍ୟୁଆର୍ ସର୍ଜନ୍‌ସ କମ୍ୟୁନିଟିର ବ୍ୟାନର୍ ଅଧିନରେ ସ୍ଥାନୀୟ ସର୍ଜନଙ୍କ ପାଇଁ ଏହି ପ୍ରଶିକ୍ଷଣ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ କରି ଉକ୍ତ ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛୁ ।” ସେହିପରି ଡଃ ରମଣ କହିଛନ୍ତି, “ହାର୍ନିଆ ହେଉଛି ଏକ ପ୍ରମୁଖ ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା କାରଣ ସ୍ୱାସ୍ଥ୍ୟ ଓ ସମାଜର ଏହାର ମୂଲ୍ୟ ବହୁତ ଅଧିକ । ୟୁଏସ୍‌ରେ ପ୍ରତିବର୍ଷ ଏକ ମିଲିୟନରୁ ଅଧିକ ହାର୍ନିଆ ଅପରେଶନ ହେଉଥିବା ବେଳେ, କମ୍ ତଥ୍ୟ କାରଣରୁ ଭାରତରେ ଏହାର ସଂଖ୍ୟା ସମ୍ପର୍କରେ ଆମେ ଅବଗତ ନାହୁଁ । କିନ୍ତୁ ଏହା ସମ୍ଭବ ଯେ, ସି-ସେକ୍ସନ କିମ୍ବା ହିଷ୍ଟେରେକେ୍‌ଟାମିଜ୍ କରାଇଥିବା ୨୦% ପର୍ଯ୍ୟନ୍ତ ମହିଳାଙ୍କଠାରେ ଇନ୍‌ସିଜିଓନାଲ ହାର୍ନିଆ ବିକଶିତ ହୋଇଥାଏ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version