ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ନୟାଗଡ଼ :- ତପସ୍ୟା ଶିଶୁ ଗୃହ କେବଳ ବାଳିକା ମାନଙ୍କ ପାଇଁ ଏହା ମାର୍ଚ୍ଚ 2018 ରୁ ଗଣିଆ ଉନ୍ନୟନ କମିଟି ଚଳାଇଆସୁଅଛି ଏହି ଗୃହରେ ୬ ବର୍ଷରୁ ୧୮ ବର୍ଷ ର ପିଲା ମାନେ ରହୁଛନ୍ତି ଏହି ଗୃହରେ ଅନାଥ ଶିଶୁ ଓ ସିଂଗିଲ ପେରେଣ୍ଟସ ଶିଶୁ ରହୁଛନ୍ତି ଓ ବାଲ୍ୟ ବିବାହ ରେ ଉଦ୍ଧାର ହେଉଥିବା ଶିଶୁ ଏହି ଯତ୍ନ ଓ ଅନୁଷ୍ଠାନରେ ରହି ଆସୁଛନ୍ତି 2018ରୁ 2022 ମଧ୍ୟରେ 247 ଶିଶୁ ରହିଥିଲେ ଏବେ 15 ଶିଶୁ ତପସ୍ୟା ଶିଶୁ ଗୃହରେ ରହିଛନ୍ତି .

ତପସ୍ୟା ଶିଶୁ ଗୃହ ଉଦ୍ଘାଟନୀ ଉତ୍ସବ ର ସଭାପତି ମହୋଦୟା, ଆଜିର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ନୟାଗଡ଼ ତଥା ଓଡିଶା ସରକାରଙ୍କର ପୂର୍ବତନ କୃଷି ଓ କୃଷକ ସଶକ୍ତି କରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମହୋଦୟ, ଜ଼ିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ ବ୍ଲକ ଅଧକ୍ଷ କିଶୋର କୁମାର ସାହୁ ମହୋଦୟ ,

ପ୍ରୀତିକାନ୍ତ ପଣ୍ଡା ପ୍ରୋଗ୍ରାମ ମ୍ୟାନେଜର OSCPS, ଗଣିଆ ଉନ୍ନୟନ କମିଟି ସଭାପତି ଉଷାରାଣି ପଟ୍ଟନାୟକ ଓ ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଓ ଜ଼ିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ଶିଶୁମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା କମିଟି ଓ ଗଣ ମାଧ୍ୟମ ପ୍ରତିନିଧି ବନ୍ଧୁଗଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର କର୍ମ କର୍ତା ଓ ତପସ୍ୟା ଶିଶୁ ଗୃହର କୁନି କୁନି ଝିଅ ମାନେ .