ଓଡିଶାରେ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା

x. ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

x. ଏହି ଅବସରରେ ଜନଜାତିଙ୍କୁ ତ୍ରିରଙ୍ଗା ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଉପହାର ଭାବେ ଦେଲେ ଶ୍ରୀ ଶାହା

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି । ଶ୍ରୀ ଶାହା ଆଜି ସକାଳେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ବାସଭନରେ ଜଳାନ କରିଥିଲେ । ଏହା ରେ ଶ୍ରୀ ଶାହା କଟକ ଗସ୍ତ କରି ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାନ କରିବା ପରେ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୂବନେଶ୍ୱର ପ୍ରତ୍ୟାବର୍ତନ କରି ଶ୍ରୀ ଶାହା ରାଜ୍ୟ କାର୍ଯ୍ୟାଳୟଠାରେ ପହଂଚିବା ସମୟରେ ତାଙ୍କୁ ବିୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାନ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଅନେକ ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ ।

ଏହା ପରେ ଅନୁଷ୍ଠିତ “ହର୍ ଘର୍ ତ୍ରିରଙ୍ଗା ଅଭିାନ”ର ଶୁଭାରମ୍ଭ କ୍ରା୍ୟକ୍ରମରେ ୋଗ ଦେଇଥିଲେ । ସମସ୍ତ ବିଧାୟକଗଣ ଶ୍ରୀ ଶାହାଙ୍କୁ ଫୁଲହାର ଦେଇ ସ୍ୱାଗତ ଜଣାଇଥିଲେ । “ହର୍ ଘର୍ ତ୍ରିରଙ୍ଗା ଅଭିାନ”ର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଲାଂଜିଆ ସଉରା ଜନଜାତି ସ୍ରଂଦାୟର ବିରଭଦ୍ର ଦଳବେହେରା ଓ ଲକ୍ଷ୍ମୀ ଶବର; ଡଙ୍ଗରିଆ କନ୍ଧ ଜନଜାତି ସ୍ରଂଦାୟର ଗମ୍ବେରା ଓ୍‌ôାଡକା ଓ ତେଲ ଓ୍‌ôାଡକା; ଗଣ୍ଡ ଜନଜାତି ସ୍ରଂଦାୟର ମାଶୁ ଗଣ୍ଡ ଓ ବାସନ୍ତି ଗଣ୍ଡ; ଦୁରୁଆ କନ୍ଧ ସ୍ରଂଦାୟର ଜଗନ୍ନାଥ ଦୁରୁଆ ଓ କାବେରୀ ଦୁରୁଆ; ଅନୁସୁଚିତ ଜାତି ବର୍ଗର ଗଜେନ୍ଦ୍ର ସାମଲ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତଥୀଙ୍କୁ ଜାତୀୟ ତାକା ସହିତ ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାଦୀ ମୁର୍ମୁ ଏବଂ ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।

ଏଥି ସହ ଓଡିଶାର ଗର୍ବ ତଥା ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ହୋଇଥିବା ଶ୍ରୀମତୀ ଦ୍ରୈାଦୀ ମୁର୍ମୁ ଏବଂ ଶସ୍ୱୀ ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ରାଜ୍ୟର ୧ କୋଟି ଘରେ ପହଂଚାଇବାକୁ ଶ୍ରୀ ଶାହା ବିଜେି କ୍ରା୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହା ରେ ଶ୍ରୀ ଶାହା ରାଜ୍ୟ ବିଜେିର ବରିଷ୍ଠ ଓ ପ୍ରମୁଖ କ୍ରା୍ୟକର୍ତାଙ୍କ ସହ ଅନୁଷ୍ଠିତ ବୈଠକରେ ୋଗ ଦେଇଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା “ମୋଦି ଅ ୨୦” ପୁସ୍ତକ କ୍ରା୍ୟକ୍ରମରେ ୋଗ ଦେବା ପରେ ଶ୍ରୀ ଶାହା ଦିଲ୍ଲୀ ପ୍ରତ୍ୟାବର୍ତନ କରିଛନ୍ତି ।