ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର )ନୟାଗଡ଼ :- ପୌରାଧ୍ୟକ୍ଷା ନିରୁପମା ଖଟେଇ ,ନିର୍ବାହୀ ଅଧିକାରୀ ମିସ୍ ସ୍ୱାତୀ ମିଶ୍ର ,ସମାଜସେବୀ ଶ୍ରୀକାନ୍ତ ଖଟେଇ ,କାଉନ୍ସିଲର ରାଜ କୁମାର ସାହୁ ,ଶର୍ମିଲା ପ୍ରଧାନ ,ସୁନିତା ରାଣୀ ମହାପାତ୍ର ,ମୁକ୍ତା ସଂଯୋଜକ ଶିରୋମଣୀ ଧୀରେନ୍ଦ୍ର କୁମାର ,ଅନ୍ୟତମ କନିଷ୍ଠ ଯନ୍ତୀ ବିବେକ ପ୍ରଧାନ ପ୍ରମୂଖ ଉପସ୍ଥିତ ଏଥିରେ ସାମ୍ବାଦିକ ରାମକୃଷ୍ଣ ରଥ ଯୋଗ ଦେଇଥିଲେ .
ଅଟକଳ 7 ଲକ୍ଷ୍ 9000 ଟଙ୍କା ଅଟେ .3 ମାସ ମଧ୍ୟରେ ଏହାର ନିର୍ମାଣ କାମ ସରିବ ବୋଲି ଧାର୍ଯ୍ୟ ହୋଇଛି .ସୂଚନା ଥାଉକି ସହରରେ ସମୁଦାୟ 16 ଟି ୱାର୍ଡ ମଧ୍ୟରୁ 8 ଟି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ସାରିଲାଣି ,ଆଜି ହେଉଛି 9 ତମ ମିଶନ ଶକ୍ତି ଗୃହ ନିର୍ମାଣ ହେବାରେ .ଅନ୍ୟ ୱାର୍ଡ ରେ ଖୁବ୍ ଶୀଘ୍ର ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଶ୍ରୀମତୀ ଖଟେଇ ପ୍ରକାଶ କରିଛନ୍ତି .














