ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ନୂଆଗାଁ :- ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ତୃତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ୪ ଟି ହାଇସ୍କୁଲ ୫ ଟି ରେ ରୂପାନ୍ତରିତ ହେବ ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ର ଖଣ୍ଡୁଗାଁ ,ବେରୁଆଁ ବାରୀ, ଡିମିରି ପଲ୍ଲୀ ଏବଂ ବାଲଣ୍ଡା ହାଇସ୍କୁଲ ୫ ଟି ରେ ରୂପାନ୍ତରିତ ହେବ । ଏନେଇ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।














