• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୃଷକ ସାଥୀ ମାନଙ୍କୁ ସର୍ବନିମ୍ନ ମଜୁରୀ : ସାମାଜିକ ସୁରକ୍ଷା ଦାବିରେ – ବିଧାନସଭା ଆଗରେ ଧାରଣା

Proprietor Abhimanyu Maharana by Proprietor Abhimanyu Maharana
July 22, 2022
in ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍
0
କୃଷକ ସାଥୀ ମାନଙ୍କୁ ସର୍ବନିମ୍ନ ମଜୁରୀ : ସାମାଜିକ ସୁରକ୍ଷା ଦାବିରେ – ବିଧାନସଭା ଆଗରେ ଧାରଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :- ଓଡିଶା କୃଷକ ସାଥୀ ସଂଘର ଦୀର୍ଘ ୧୫ ବର୍ଷ (୨୦୦୬-୨୦୨୧) ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ନିକଟରେ ଅନେକ ଦାବି ବିଭିନ୍ନ ସମୟରେ କରି ଆସୁଛୁ । ଓଡିଶା ସରକାରଙ୍କ ଦ୍ୱାରା କୃଷି କୃଷକର ବିକାଷ ନିମନ୍ତେ ବହୁ ବିଧ ଉନ୍ନୟନ ମୂଳ କାର୍ଯ୍ୟକ୍ରମ ଯଥା – ମୃତିକା ନମୂନା ସଂଗ୍ରହ, ଫସଲ ପାଇଁ ଖାଦ୍ୟସାର ପରିଚାଳନା ଜଳ ପରିଚାଳନା ପାଇଁ ପାଣି ପଂଚାୟତ ଗଠନ, ରୋଗ ପୋକ ପରିଚାଳନା ଏବଂ ତଥ୍ୟ ପ୍ରଦାନ, ଶ୍ରୀ ପ୍ରଣାଳୀରେ ଧାଡିରୁଆ ଧାନ ଚାଷ ।

ପୂର୍ବ ଭାରତରେ ସବୁଜ ବିପ୍ଳବ ଡାଲି ଏବଂ ତୈଳ ବୀଜ ଜାତୀୟ କୃଷି ନିମନ୍ତେ କୃଷକଙ୍କୁ ପରାମର୍ଶ, ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି କୃଷକକୁ ଯୋଗାଣ ପାଇଁ ପରାମର୍ଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, କାଳିଆ ଯୋଜନା, ବଳରାମ ଯୋଜନା ବର୍ତମାନର ପରିସଂଖ୍ୟାନ ବିଭାଗର କାର୍ଯ୍ୟ ଏବଂ କାଳିଆ ନିମନ୍ତେ ତଥ୍ୟ ସଂଗ୍ରହ (ଊବଗ୍ଧବଭବଗ୍ଦର) ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଅବୈତନିକ ଭାବରେ କରି ଆସୁଅଛୁ ।

ପ୍ରସ୍ତାବ ନଂ-୧ :-  ଆପଣଙ୍କ ଦ୍ୱାରା ଆନିତ ଯୋଜନା ନିମନ୍ତେ କୃଷକ ସାଥୀଙ୍କୁ ତାଲିମ ପ୍ରଦାନ ସହିତ ସାର୍ଟିିଫିକେଟ ପ୍ରଦାନ କରାଯାଉ (୨୦୦୬ ମସିହା ଠାରୁ ଆମ୍ଭେମାନେ ତାଲିମ ପ୍ରାପ୍ତ ହୋଇଅଛୁ) ।
ପ୍ରସ୍ତାବ ନଂ-୨ :-  ପରିସଂଖାନ ବିଭାଗର ଅମିନ ଭାବରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ, ଯେହେତୁ ଆମ୍ଭେମାନେ ଦୀର୍ଘ ଦିନରୁ ସାହାଯ୍ୟ କରି ଆସିଅଛୁ ଏବଂ ୨୦୦୬ ମସିହାରୁ ନିଯୁକ୍ତ କୃଷକ ସାଥୀଙ୍କୁ ମାଟ୍ରିକ୍ ଯୋଗ୍ୟତା ଭିତିରେ ଅଗ୍ରାଧିକାର ଦିଆଯାଉ ।
(୨୦୦୬ ମସିହା ଗାଇଡ ଲାଇନ୍ ଅନୁସାରେ ନିଯୁକ୍ତ କୃଷକ ସାଥୀଙ୍କର ଯୋଗ୍ୟତା ମାଟ୍ରିକ୍ ପାସ୍ ଏବଂ ବୟସ ୧୮-୪୦ ବର୍ଷ ଥିଲା )

ପ୍ରସ୍ତାବ ନଂ-୩ :- ଅଗ୍ରଣୀ କୃଷକ ସାଥୀ (ଚକ୍ସକ୍ଟଶକ୍ସରଗ୍ଦଗ୍ଦସଙ୍ଖର ୠବକ୍ସଜ୍ଞରକ୍ସ/ୠବକ୍ସଜ୍ଞରକ୍ସ ୠକ୍ସସରଦ୍ଭୟ) ପରିବର୍ତେ କୃଷି କର୍ମଚାରୀର ମାନ୍ୟତା ଦିଆଯାଉ ।
ପ୍ରସ୍ତାବ ନଂ-୪ :– ସମସ୍ତ କୃଷି ଭିତିକ ଉନ୍ନୟନ କାର୍ଯ୍ୟରେ ଏନ୍‌.ଜି.ଓ ମାନଙ୍କୁ ଉଚ୍ଛେଦକରି କୃଷକ ସାଥୀ ମାନଙ୍କୁ ନିୟୋଜିତ କରାଯାଉ ।
ପ୍ରସ୍ତାବ ନଂ-୫ :- ଡ୍ରେସ କୋର୍ଡ ସହିତ ପରିଚୟ ପତ୍ର ପ୍ରଦାନ କରାଯାଉ । ଆବଶ୍ୟକୀୟ କୃଷି ସାମଗ୍ରୀ ଯଥା- ଉପାଦେୟ ପୁସ୍ତକ ଇତ୍ୟାଦି ଯୋଗାଇ ଦିଆଯାଉ ।
ପ୍ରସ୍ତାବ ନଂ-୬ :- ଇ-ରୋଗ, ପୋକ ସର୍ବେକ୍ଷଣ କାର୍ଯ୍ୟରେ ଆମ୍ଭ ମାନଙ୍କୁ ନିୟୋଜିତ କରାଯାଉ (୨୦୦୬ ମସିହାରୁ ଆମ୍ଭେ ତାଲିମ ପ୍ରାପ୍ତ ଅଟୁ) ।
ପ୍ରସ୍ଥାବ ନଂ-୭ :- କୃଷକ ସ-ଶକ୍ତ କରଣ ଏବଂ ବିହନ ବିଶୋଧନ କାର୍ଯ୍ୟକ୍ରମରେ ଏସ.ଏଚ.ଜି ମାନଙ୍କୁ ଉଚ୍ଛେଦ କରି ଆମ୍ଭ ମାନଙ୍କୁ ନିୟୋଜିତ କରାଯାଉ । (ଯେହେତୁ ୨୦୦୬ ମସିହାରୁ ଆମ୍ଭମାନଙ୍କୁ ତାଲିମ ସହିତ କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା)

ପ୍ରସ୍ତାବ ନଂ-୮ :- ମୃତିକା ସଂରକ୍ଷଣ ବିଭାଗ ଦ୍ୱାରା ଖନନ ହେଉଥିବା ମତ୍ସ୍ୟଚାଷ ପୋଖରି ତତ୍ୱାବଧାନ କାର୍ଯ୍ୟରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ । ଯେହେତୁ ଆମ୍ଭେମାନେ ସାହାଯ୍ୟ କରି ଆସୁଅଛୁ ।
ପ୍ରସ୍ତାବ ନଂ-୯ :- ସରକାରଙ୍କ ନିର୍ଦ୍ଦେଶ ନାମା ଅନୁଯାୟୀ କୃଷକ ସାଥୀମାନଙ୍କୁ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟରେ ନିୟୋଜିତ କରାଯାଉ ।
ପ୍ରସ୍ତାବ ନଂ-୧୦ :- ଗ୍ରାମାଂଚଳ ମାନଙ୍କୁ ଏନ.ଏ.ସି ଘୋଷଣା ପରେ ସେଠାରେ ନିୟୋଜିତ ଥିବା କୃଷକ ସାଥୀ ମାନଙ୍କ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରାଯାଉ ।
ପ୍ରସ୍ତାବ ନଂ-୧୧ :- ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ଏବଂ କ୍ଷେତ୍ର ପରିଦର୍ଶନର ଯାଂଚ ପ୍ରକ୍ରିୟାରେ ଆମ୍ଭମାନଙ୍କୁ ନିୟୋଜିତ କରାଯାଉ, ଯେହେତୁ ଏଥିରେ ଆମ୍ଭେ ସାହାଯ୍ୟ କରି ଯୋଗ ଦେଇ ଆସୁଅଛୁ ।

ପ୍ରସ୍ତାବ ନଂ-୧୨ :- ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଆମ୍ଭେ ୨୦୦୬ ମସିହାରୁ ମୃତିକା ନମୂନା ସଂଗ୍ରହ ଏବଂ ପରିକ୍ଷା ପାଇଁ ତାଲିମ ପ୍ରାପ୍ତ ସହିତ ନିୟୋଜିତ ଥାଇ ତାର ପ୍ରାୟ ୧୨ ବର୍ଷ ପରେ ନବ ନିଯୁକ୍ତ କୃଷି ମିତ୍ର ମାନଙ୍କୁ ଆମ୍ଭ ପରିବର୍ତେ କାର୍ଯ୍ୟରେ ନିୟୋଜିତ କରାଯାଇ ମାସିକ ଟ ୩୬୦୦/- ଙ୍କା ପ୍ରଦାନ କରାଯାଉ ଅଛି । ଯାହାକି ଆମ୍ଭ ମାନଙ୍କୁ ପ୍ରଦାନ କରାଯିବାର ଉଚିତ ଥିଲା ।
ପ୍ରସ୍ତାବ ନଂ-୧୩ :- ଆସିବାକୁ ଥିବା କେନ୍ଦ୍ରୀୟ ଭୂମି ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ କୃଷକ ସାଥୀ ମାନଙ୍କୁ ସାମିଲ କରି ଏଥି ନିମନ୍ତେ ପ୍ରଦତ ପାରିଶ୍ରମିକ ରାଶିକୁ ଆମ୍ଭମାନଙ୍କୁ ପ୍ରଦାନ କରାଯାଉ ।
ପ୍ରସ୍ତାବ ନଂ-୧୪ :- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ ମାସିକ ଟ ୫୦୦/-ଙ୍କା ଏବଂ ରାଜ୍ୟ ସରକାରଙ୍କର ପ୍ରଦତ ମାସିକ ୫୦୦/- ମୋଟ ମାସିକ ୧୦୦୦/- ଟଙ୍କା ଆମ୍ଭ ମାନଙ୍କ ନିମନ୍ତେ ସାଧାରଣ ଭତାଠାରୁ ମଧ୍ୟ କମ୍ ଅଟେ ।

ଏଣୁ ଆମ୍ଭ ମାନଙ୍କୁ କୁଶଳି ଶ୍ରମିକ ଭାବରେ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ । ଯେହେତୁ ଆମ୍ଭେ ଦୀର୍ଘ ବର୍ଷରୁ ତାଲିମ ପ୍ରାପ୍ତ ଅଟୁ । ଏଣୁ ସବିନୟ ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ ବାରମ୍ଭାର ଦାବିକରି ଆସୁଥିଲେ ମଧ୍ୟ କୌଣସି ଦାବି ପୂରଣ କରାଗଲା ନାହିଁ । ତେଣୁ କୃଷକ ସାଥିମାନେ ଆସନ୍ତା ୧୫.୦୭.୨୦୨୨ରିଖ ଦିନ ରାଜ୍ୟର ସମସ୍ତ ବ୍ଳକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ ଓ ତା ୧୮.୦୭.୨୦୨୨ରିଖ ଦିନ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେବାକୁ ସଂଘ ତରଫରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥିର କରାଯାଇଅଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version