ଆଗାମୀ ଦିନରେ କମ୍ପୁଟର ଵିଦ୍ୟାର୍ଥୀ ମାନେ କେମିତି ସଠିକ ରାସ୍ତାରେ କ୍ୟାରିୟର ଏବଂ ଏମ୍ପ୍ଲଆମେଣ୍ଟ ଆଦୃତ ନିଯୁକ୍ତି କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଗଲା
ସି.ଏସ. ସି ଏକାଡେମୀ ରଣପୁର (ଡିଜିଟାଲ ପାର୍ଟନର DICE) ରେ କମ୍ପୁଟର : ୱାର୍ଡ ନ-2 ସାନଗଡ
ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ରଣପୁର :- ରଣପୁର ବ୍ଲକ ର ୱାର୍ଡ ନ-2 ସାନଗଡ ଠାରେ ଅବସ୍ଥିତ ସି.ଏସ. ସି ଏକାଡେମୀ ରଣପୁର (ଡିଜିଟାଲ ପାର୍ଟନର DICE) ରେ କମ୍ପୁଟର ଅଧୟନ କରୁଥିବା ବିଦ୍ୟାର୍ଥୀ ମାନଙ୍କର ଏକ ବାଙ୍କିଙ୍ଗ ଓ ଫିନାନ୍ସ ର କ୍ୟାରିୟର ଇଣ୍ଟରଭିଉ ଓ କାଉନ ସେଲିଙ୍ଗ ଏବଂ ଵିଦ୍ୟାର୍ଥୀ ମାନଙ୍କୁ କ୍ୟାରିୟର ନିଯୁକ୍ତି ସୁଯୋଗ ବିଷୟରେ ବୁଝାଗଲା .
ଆଗାମୀ ଦିନରେ କମ୍ପୁଟର ଵିଦ୍ୟାର୍ଥୀ ମାନେ କେମିତି ସଠିକ ରାସ୍ତାରେ କ୍ୟାରିୟର ଏବଂ ଏମ୍ପ୍ଲଆମେଣ୍ଟ ଆଦୃତ ନିଯୁକ୍ତି କରିପାରିବେ ସେଥିପ୍ରତି ଦୃଷ୍ଟି ଦିଆଗଲା . ସି ଏସ ସି ଏକାଡେମୀ ର ମୁଖ୍ୟ ସୁବାଷ ଚନ୍ଦ୍ର ସାହୁ ଏବଂ DICE ଭୁବନେଶ୍ୱର ର ମୁଖ୍ୟ ମନ୍ମତ ମହାନ୍ତି ଙ୍କ ପରିଚାଳନା ରେ ଉପସ୍ଥିତ ଥିବା 50 ଜଣ ଵିଦ୍ୟାର୍ଥୀ ନିଯୁକ୍ତି ମେଳା ରେ ଯୋଗ ଦେଇଥିଲେ .















