No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁଲାଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର କୃଷ୍ଣଚନ୍ଦ୍ର ପୁର ଗ୍ରାମ ଠାରେ ଥିବା ସରକାରୀ ଆଇ.ଟି.ଆଇ ଶିକ୍ଷା କେନ୍ଦ୍ର ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି l ଏହି ବିଶ୍ଵ ଦକ୍ଷତା ଦିବସ ପାଳନ ଅବସରରେ ଆଇ ଟିଆଇ 6ଛାତ୍ର ମାନେ ଏକ ଫ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ l
ଏହି ଆଇଟିଆଇ ଶିକ୍ଷା କେନ୍ଦ୍ରରେ ଫିଟର, ୱେଲ୍ଡର, ମୋଟରମେକାନିକାଲ,କମ୍ପ୍ୟୁଟର ଓ ଡିଜିଟାଲ ଶିକ୍ଷା ଦୁଇ ବର୍ ବୁତାଲିମ ସୁଯୋଗ ମିଳିଥାଏ l ବିଶେଷ କରି ଆଦିବାସୀ, ହରିଜନ ଏବଂ ଓବିସି ମାନଙ୍କ ପାଇଁ ୧୦ମ ଶ୍ରେଣୀ ପାସ ଯୁକ୍ତ୨,
ଯୁକ୍ତ ୩ଯାଏ ଛାତ୍ର ଛାତ୍ରୀ ଗ୍ରହଣ କରାଯାଏ ଯୁବତୀ ମାନଙ୍କ ପାଇଁ ଯୋଇନିଂ ଫିଜ ମାଗଣା ହୋଇଥିବା ବେଳେ ଯୁବକ ମାନଙ୍କ ପାଇଁ ସୁଦକ୍ଷ ସ୍କୋଲାରସିପ ସହିତ ରହିବା ଖାଇବା ଓ ପୋଷାକ ମାଗଣା ଦିଆଯିବ ବଲି କହିଥିଲେ l ଏମାନଙ୍କ ସହିତ କଲେଜର ଟ୍ରେନିଂ ଅଧିକାରୀ ସହଦେବ ନାୟକ , ପ୍ରଶାନ୍ତ ମହାନ୍ତି , ରାମଚନ୍ଦ୍ର ପଣ୍ଡାସୁମନ୍ତ ଦାସ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

No Result
View All Result