• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ଵାରା : ପୁରୀ ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ – ବ୍ୟାପକ ବ୍ୟବସ୍ଥା କରାଯାଇଛି

Proprietor Abhimanyu Maharana by Proprietor Abhimanyu Maharana
July 12, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ଵାରା : ପୁରୀ ରେଲୱେ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ – ବ୍ୟାପକ ବ୍ୟବସ୍ଥା କରାଯାଇଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ଖୋର୍ଦ୍ଧା-ଜଟଣୀ :- ଚଳିତ ବର୍ଷ ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ୩, ୬୪,୫୮୧ ଯାତ୍ରୀ ଯାତ୍ରା କରିଛନ୍ତି । ରଥଯାତ୍ରା ସମୟରେ ସମୁଦାୟ ୨୩୧ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା । ମୋବାଇଲ୍ ଅଣ-ସଂରକ୍ଷିତ ଟିକେଟ୍ ବ୍ୟବସ୍ଥା, ମୋବାଇଲ୍ ଏଟିଏମ୍ ସେଣ୍ଟର୍, ମୋବାଇଲ୍ ଟଏଲେଟ୍, ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ବ୍ୟାଟେରୀ ଚାଳିତ ଯାନ ଏବଂ ଦିବ୍ୟାଙ୍ଗନ୍ ଯାତ୍ରୀଙ୍କ ପାଇଁ ଅନେକ ନୂତନ ଆଧୁନିକ ସୁବିଧା କରାଯାଇଛି । ପୁରୀ ରେଳ ଷ୍ଟେସନରେ ଏକ ଲକ୍ଷରୁ ଅଧିକ ଭକ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ପ୍ରତିବର୍ଷ,ପୂର୍ବତଟ ରେଳବାଇର ଖୋର୍ଦ୍ଧାରୋଡ଼ ମଣ୍ଡଳ, ରଥଯାତ୍ରା ସମୟରେ ପୁରୀକୁ ଭକ୍ତଙ୍କ ବିପୁଳ ସଂଖ୍ୟାରେ ଆଗମନ ପାଇଁ ବ୍ୟବସ୍ଥା କରିବାରେ ସର୍ବଦା ଆଗରେ ରହିଆସିଛି। ଚଳିତ ବର୍ଷ ଖୋର୍ଦ୍ଧାରୋଡ଼ ମଣ୍ଡଳ ଉନ୍ନତ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଇଛି । ଚଳିତ ବର୍ଷ ପୁରୀ ରେଳ ଷ୍ଟେସନରେ ୩,୬୪,୫୮୧ ଯାତ୍ରି ୧ ଜୁଲାଇ ୨୦୨୨ ରୁ ୧୧ ଜୁଲାଇ ୨୦୨୨ ମଧ୍ୟରେ ଯାତାୟାତ କରିଛନ୍ତି । ତୀର୍ଥଯାତ୍ରୀ ମାନଙ୍କ ସୁବିଧାଜନକ ଯାତ୍ରା ପାଇଁ ମୋଟ ୨୩୧ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଏହି ସମୟ ମଧ୍ୟରେ ଚଳାଚଳ କରିଥିଲା । ପୁରୀ ଏବଂ ପୁରୀ ପର୍ଯ୍ୟନ୍ତ ଅନ୍ୟ ଷ୍ଟେସନରେ,ଜେମାନ୍ ହ୍ୟାଙ୍ଗର୍,ଅତିରିକ୍ତ ଟ୍ରେନ୍ ସେବା,ଅତିରିକ୍ତ ବୁକିଂ କାଉଣ୍ଟର,ପରିବହନ ସୁବିଧା,ପରିଷ୍କାର ପରିଚ୍ଛନ୍ନତା,କ୍ୟାଟରିଂ ଏବଂ ପାନୀୟଜଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ଇତ୍ୟାଦି ଉପରେ ଅତିରିକ୍ତ ଭିତ୍ତିଭୂମି ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ନୂତନ ଆଧୁନିକ ସୁବିଧା ଯେମିତି କି,ମୋବାଇଲ୍ ଅଣ-ସଂରକ୍ଷିତ ଟିକେଟ୍ ବ୍ୟବସ୍ଥା,ମୋବାଇଲ୍ ଏଟିଏମ୍ ସେଣ୍ଟର୍, ମୋବାଇଲ୍ ଟଏଲେଟ୍, ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗନ୍ ଯାତ୍ରୀଙ୍କ ପାଇଁ ମାଗଣା ବ୍ୟାଟେରୀ ଚାଳିତ ଯାନ,ଡିଜିଟାଲ୍ ପ୍ରଦର୍ଶନ ବୋର୍ଡ/ପ୍ରଶସ୍ତ କାନ୍ଥ, ବ୍ରାଣ୍ଡେଡ୍ କିଓସ୍କ ସହିତ ଫୁଡ୍ କୋର୍ଟ ଇତ୍ୟାଦି ବ୍ୟବସ୍ଥା, ପୁରୀ ରେଳ ଷ୍ଟେସନରେ ଯୋଗାଇ ଦିଆଯାଇଥିଲା । ଭକ୍ତଙ୍କ ସୁବିଧା ପାଇଁ ପୁରୀ ରେଳ ଷ୍ଟେସନର ସମନ୍ୱିତ ଅଞ୍ଚଳରେ ୧୫୦୦୦ ବର୍ଗ ମିଟର ପରିମିତ ବିଶ୍ରାମ କ୍ଷେତ୍ର ଯୋଗାଇ ଦିଆଯାଇଥିଲା । ପ୍ରଥମ ଥର ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ, ନାଲକୋ,ଏମସିଏଲ ଏବଂ ରେଳ ବିକାଶ ନିଗମ ଲିମିଟେଡ୍ (ଆର ଭି ଏନ ଏଲ)ର ସମନ୍ୱୟରେ,ପୁରୀ ରେଳ ଷ୍ଟେସନରେ ଭକ୍ତମାନଙ୍କୁ ମାଗଣା ଖାଦ୍ୟର ବ୍ୟବସ୍ଥା କରିଯାଇଥିଲା ।

ଗୁଣ୍ଡିଚା ଯାତ୍ରା,ବାହୁଡ଼ାଯାତ୍ରା,ସୁନା ବେଶ,ଅଧରପଣା ଇତ୍ୟାଦି ଦିନରେ ଲକ୍ଷେରୁ ଉର୍ଦ୍ଧ ଭକ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପ୍ରତିବର୍ଷ ପରି, ଖୋର୍ଦ୍ଧାରୋଡ଼ ମଣ୍ଡଳର ମେକାନିକାଲ୍ ବିଭାଗର ଏକ ଟିମ୍ ଜ୍ୟାକ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ରଥ ଚକଗୁଡିକର ମରାମତି ଏବଂ ଘୂର୍ଣ୍ଣନ,ଘୁଞ୍ଚାଇବା, ତିନିଟି ରଥର ଦିଗ ବଦଳାଇବାରେ ସହାୟତା ଏବଂ ସେବା ପ୍ରଦାନ କରିଛନ୍ତି । ଏହି ଟିମ୍ ରଥଯାତ୍ରା ସମୟରେ କୌଣସି ପ୍ରକାରର ଅଘଟଣ ହେଲେ ସେଥିପାଇଁ ସାହାଯ୍ୟ କରିବାପାଇଁ ଯାଇଥିଲେ । ଖୋର୍ଦ୍ଧାରୋଡ଼ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ,,ରଥଯାତ୍ରା ସମୟରେ ପୁରୀ ରେଳ ଷ୍ଟେସନରେ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଯାତ୍ରୀମାନଙ୍କର ଯତ୍ନନେବା ଏବଂ ଟ୍ରେନ୍ ଏବଂ ଷ୍ଟେସନରେ ପ୍ରତ୍ୟେକ ଆଧୁନିକ ସୁବିଧା ଯୋଗାଇବାରେ ଏହି ମଣ୍ଡଳ ସର୍ବଦା ଆଗରେ ଥାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version